ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ମିଳିଲା ‘ସୁରେଶ ସୃଜନ ସମ୍ମାନ’
କପିଳାସ ଭୂୟାଁ
ଏବେ କେବଳ ପାର୍ବଣ ଋତୁ ନୁହେଁ, ସାଂସ୍କୃତିକ ଋତୁ ମଧ୍ୟ ଚାଲିଛି। ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର। ଏହି ଧାରାରେ ଗତ ଅକ୍ଟୋବର ୨୬ ତାରିଖ...
ଅଫେରା ରାଇଜେ ସ୍ଵରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଫେରା ରାଇଜରେ ଏବେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଶନିବାର ଦିନ କଟକସ୍ଥିତ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ଵରୂପ ନାୟକଙ୍କ...
ଆଜି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶନିବାର ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ...
ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟ୍ରୋକ ସମ୍ପର୍କରେ ଘରେ ଘରେ ସଚେତନତାର ବାର୍ତ୍ତା ପହଞ୍ଚିବା ଦରକାର - ମେୟର
ଷ୍ଟ୍ରୋକ ନିୟନ୍ତ୍ରଣ, ପ୍ରତିଷେଧକ ଓ ପରିଚାଳନା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ - ସ୍ୱାସ୍ଥ୍ୟ ନିର୍ଦେଶକ
(ଭୁବନେଶ୍ୱର): ବ୍ରେନ୍ ଷ୍ଟ୍ରୋକ...
ବ୍ରେନ୍ ଷ୍ଟ୍ରୋକ୍ ପରେ ଅକ୍ୟୁପେସନାଲ ଥେରାପି ଜରୁରୀ
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/TYtlwKjQ6g0?si=XpnTQ7VyUHaeQLbZ
ବ୍ରେନ୍ ଷ୍ଟ୍ରୋକ୍ ପରେ ବ୍ୟକ୍ତି ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ, କଥା କହିପାରେ ନାହିଁ, ନିଜ କାମ ନିଜେ କରିପାରେ ନାହିଁ। ତେଣୁ ଷ୍ଟ୍ରୋକ୍ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ...
କଟକ ଐତିହାସିକ ବାଲିଯାତ୍ରା ପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ...
ଷ୍ଟ୍ରୋକ୍ ପରେ ସ୍ପିଚ୍ ଥେରାପି କାହିଁକି ଆବଶ୍ୟକ?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/ebWy2x-JEzk?si=8TQAtpP1N8rdsuOC
କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନପାରିଲେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହାର ପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ...
ଏଏସଆଇ ଆଲିସା ଲୁଗୁନ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକ। ଗୁରୁବାର ଦିନ ମୃତ ଆଲିସାଙ୍କ ସ୍ୱାମୀ ପ୍ରେସମିଟ୍ କରି ଏହି...
ବଦଳିଲେ କଟକ ଜିଲ୍ଲାପାଳ: ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନ ନେଲେ ନରହରି ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲେ କଟକ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମିଳିଛି ନୂଆ ଦାୟିତ୍ଵ। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏବେ କଟକର ନୂଆ...
ବ୍ରେନ୍ ଷ୍ଟ୍ରୋକ୍ ପରେ ଫିଜିଓଥେରାପିର ଭୂମିକା
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://youtu.be/NK9QQuMm4RM?si=stI7F84KqdYCyCIx
ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି...





















