ଭୁବନେଶ୍ୱର ମେଟ୍ରୋ ପାଇଁ ଡିପିଆର ପ୍ରସ୍ତୁତି ଶେଷ, ମୋଟ ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର କାମ ଆଉ ପାଦେ ଆଗେଇଛି। ରାଜଧାନୀରେ ମେଟ୍ରୋ ଚଳାଚଳ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ...

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଗୁରୁବାର ସକାଳେ ଶ୍ରୀମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସେ ଶ୍ରୀମନ୍ଦିର...

ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ ‘ଇଣ୍ଡିଆଜ୍ ଗେମ୍’ ପ୍ରଦର୍ଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଧିନତା ଦିବସ ଅବସରରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ 'ଇଣ୍ଡିଆଜ୍ ଗେମ୍' ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ବୁଧବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ...

ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଘାଟିତ: ଫ୍ରେମ ଭିତରେ କଳା ସଂସ୍କୃତିର ଉତ୍କୃଷ୍ଟ ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଆରମ୍ଭ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ସ୍ଥାନୀୟ ସଂସ୍କୃତି ଭବନ ପରିସରର ଲଳିତକଳା ଏକାଡେମୀ ଆର୍ଟ ଗ୍ୟାଲେରୀରେ ସୋମବାର ଦିନ ଏହି ଫଟୋଗ୍ରାଫି ମହୋତ୍ସବ ଉଦଘାଟିତ ହୋଇଛି। ଏହି...

ଭୁବେନଶ୍ଵରରୁ ଦିଲ୍ଲୀକୁ ଗଡ଼ିଲା ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଏକ୍ସପ୍ରେସର ରୂପ ବଦଳିଛି। ତେଜସ ରାକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ଵରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସ୍ଵାଧୀନତା ଦିବସର ଦିନକ ପୂର୍ବରୁ ସୋମବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର...

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଛାତ୍ରଛାତ୍ରୀଙ୍କୁ ୟୁଏଇରେ କାମ କରିବା ଲାଗି ମିଳିଲା ନିଯୁକ୍ତି ସୁଯୋଗ, ଶୁଭେଚ୍ଛା ଜଣାଇଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୭ ଜଣ ଛାତ୍ରଛାତ୍ରୀ ସଂଯୁକ୍ତ ଆରବ ରାଷ୍ଟ୍ର ବା ୟୁଏଇର ଏକ ପ୍ରତିଷ୍ଠିତ କମ୍ପାନି ଏମରିଲରେ କାମ କରିବା ଲାଗି ସୁଯୋଗ ପାଇଛନ୍ତି। ଶନିବାର ଦିନ ବିଶ୍ୱ...

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ – ୩ ଦିନ ଧରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା...

ଓଡ଼ିଶାଲାଇଭ ବ୍ୟୁରୋ  (ଭୁବନେଶ୍ୱର): ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଦିନ ଶେଷ ହୋଇଯାଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି...

ପୁରୀ ଜିଲ୍ଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପୁରୀ ଜିଲ୍ଲରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ...

ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମି ବନ୍ଦୋବସ୍ତ ଆଇନ-୧୯୮୩କୁ ଅଧିକ ସରଳ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏଥିରେ ଖାସମାହାଲ, ନଜୁଲ, ଗ୍ରାମକଣ୍ଠ କରମବୋକ ଓ ଆବାଦୀ କିସମର ଜମିକୁ...