ରଥଯାତ୍ରା ହେଲେ ଦୁଃଖ ଦୂର ହେବ, ବିଧିରକ୍ଷା ହେଇପାରିବ – ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ଆୟୋଜନ ନେଇ ଏବେ ବି ଆଶା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବାଡ଼ଗ୍ରାହୀ। “ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉ ବୋଲି ସମସ୍ତେ ଚାହୁଁଛନ୍ତି। ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ସାଧାରଣ...

ବଢ଼ିଲା ଅଡୁଆ: ମୁହଁ ଖୋଲିଲେ ଗଜପତି, କହିଲେ ରଥଯାତ୍ରା ବନ୍ଦ କରାନଯାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି। ସୁପ୍ରିମକୋର୍ଟରେ ସାନିପିଟିସନ ଦାଖଲ କରିବାକୁ ଅନୁରୋଧ। ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ଅଡୁଆ ବଢ଼ିଲା। ରଥଯାତ୍ରା...

ଭୁବନେଶ୍ୱରରେ ୧୯ ନୂଆ ପଜିଟିଭ୍ – ୧୫ ଜଣ ଲୋକାଲ୍, ୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭୁବନେଶ୍ୱରରୁ ୧୯ ନୂଆ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ଲୋକାଲ ଲୋକ ସାମିଲ୍ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସୁବାସ ନଗର ବସ୍ତିରୁ ୫ ପଜିଟିଭ୍ ଚିହ୍ନଟ ଭୁବନେଶ୍ୱରରେ ଗୋଟିଏ...

ରାଜ୍ୟ ଯୁବ କଂଗ୍ରେସ କମିଟି ସଭାପତି ହେଲେ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତ ପାଇଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା। ଏନେଇ ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଅଖିଳ ଭାରତୀୟ...
corona positive

ଆଜି ଭୁବନେଶ୍ୱରରୁ ୯ ନୂଆ ପଜିଟିଭ୍, ୩ ଜଣ କୋଭିଡ୍ ଯୋଦ୍ଧା ସଂକ୍ରମିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆଜି ପୁଣି ଭୁବନେଶ୍ୱରରେ ବଢ଼ିଲେ କରୋନା ସଂକ୍ରମିତଙ୍କ ସଂଖ୍ୟା। ନୂଆକରି ୯ ଜଣ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର...

ସାଲିଆ ସାହିକୁ ଫେରିଲା କରୋନା, ନିରଙ୍କାରୀ ନଗରରେ ଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିକୁ ପୁଣି ଫେରିଲା କରୋନା। ଏହା ମଧ୍ୟରେ ଥିବା ନିରଙ୍କାରୀ ନଗରର ଜଣେ ୨୨ ବର୍ଷୀୟ ଯୁବକ କରୋନାରେ ପଜିଟିଭ୍ ଥିବା...

ଭୁବନେଶ୍ୱରରୁ ପୁଣି ୫ ପଜିଟିଭ୍, ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ବିଏମସି ଟୁଇଟ୍ କରି ସୂଚନା...

ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୬ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୨୨କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ପୁଣି ବଢ଼ିଲା କରୋନା। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ସେମାନଙ୍କ ଭିତରୁ ୧୪ ଜଣ...

ରାଉରକେଲାରେ କୋଭିଡ୍ କଟକଣା କଡ଼ାକଡ଼ି – ଆଜି ଆଦାୟ ହେଲା ୪୩ ହଜାର ୫୦୦ ଟଙ୍କା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଉରକେଲାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ଆଜି  ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟ...

ଭୁବନେଶ୍ୱରରୁ ପୁଣି ୩ ନୂଆ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୩ ନୂଆ କରୋନା ପଜିଟିଭ୍। ଫଳରେ ରାଜଧାନୀ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ଏହି ତିନିଜଣ ଆକ୍ରାନ୍ତଙ୍କ...