ଓଡ଼ିଶାରେ ୨୩ କରୋନା ଆକ୍ରାନ୍ତ – ଆଗରେ ଭୁବନେଶ୍ୱର, ପଛରେ ଭଦ୍ରକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୨୩ କରୋନା ଆକ୍ରାନ୍ତଙ୍କ ଭିତରୁ କେବଳ ଭୁବନେଶ୍ୱରରୁ ୧୬, ଭଦ୍ରକରୁ ୩। ଦିନ ଗଡୁଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢୁଛି। ଗତ ଏପ୍ରିଲ ୧ ତାରିଖରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

କରୋନା କଟକଣା – ସୁନ୍ଦରପଦା ଓ କପିଳପ୍ରସାଦର କିଛି ଅଞ୍ଚଳ ସିଲ୍‌ କଲା ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂବୋର୍ଡ କଲୋନୀ ଫେଜ୍‌-୨ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ଲୋକଙ୍କ ସୁରକ୍ଷା ପାଇଁ...

ଭୁବନେଶ୍ୱର: ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି – ଆସନ୍ତାକାଲି ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ନର୍ସ, ଫାର୍ମାସିଷ୍ଟ, ଓଟି ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୨୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୬ ତାରିଖରେ...

ଭୁବନେଶ୍ୱରରେ ଆଉ ଦୁଇ କରୋନା ରୋଗୀ, ଆକ୍ରାନ୍ତ ସଂଖ୍ୟା ୨୩ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ ଆଉ ଦୁଇ କରୋନା ରୋଗୀ। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂ...

ସାନିଟାଇଜ୍‌ ହେବ ରାଜଧାନୀର ପ୍ରମୁଖ ହାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସାନିଟାଇଜ୍‌ ବା ବିଶୋଧନ ହେବ ରାଜଧାନୀର ପ୍ରମୁଖ ହାଟ। ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀର ପ୍ରମୁଖ ହାଟଗୁଡ଼ିକୁ ବିଶୋଧନ କରାଯିବ। ଭୁବନେଶ୍ଵରର ୧ ନମ୍ବର ହାଟ, ୪ ନମ୍ବର...

ସଟ୍‌ଡାଉନ୍‌ ବେଳେ କଟକରେ ପୋଲିସକୁ ଢେଲାମାଡ଼, ୧୫ ଗିରଫ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ଭିତରେ କଟକରୁ ଆସିଛି ବଡ଼ ଖବର। ପୋଲିସ ଉରପକୁ ଢ଼େଲା ପଥର ମାଡ଼ କରିବା ଅଭିଯୋଗରେ ୧୫ ଜଣ ଗିରଫ ହେବା ଘଟଣା କଟକରେ...

ଦ୍ୱିତୀୟ ଦିନରେ ସଟ୍‌ଡାଉନ୍‌ – ରାସ୍ତାଘାଟ ଖାଁ ଖାଁ, ପୋଲିସର କଡ଼ା ପହରା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଆଜି ରାତି ୮ଟାରେ ଶେଷ ହେବ ସଟ୍‌ଡାଉନ୍‌। ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଡାକରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ମଧ୍ୟ ସଟ୍‌ଡାଉନ ସଫଳ ହୋଇଥିବା...

ସଟ୍‌ଡାଉନ୍‌ ନିୟମ ଭାଙ୍ଗି ଫସିଲେ: ୪୫ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ଭର୍ତ୍ତି, ୬୪ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଟ୍‌ଡାଉନ୍‌ ନିୟମ ଭାଙ୍ଗିବା ହେଲା ମହଙ୍ଗା। ଶୁକ୍ରବାର ରାତି ୮ରୁ ଆସନ୍ତା ରବିବାର ରାତି ୮ ଯାଏଁ ଚାଲିଥିବା ସଟ୍‌ଡାଉନ୍‌ ନିୟମ ଭାଙ୍ଗିବାରୁ ଭୁବନେଶ୍ୱରରେ ୪୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଗଲା। ଏହାସହ...

ସଟ୍‌ଡାଉନ୍‌ ସମୟରେ ରାଜଧାନୀରେ ଖୋଲା ରହିବ ଏହିସବୁ ଔଷଧ ଦୋକାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ଵର, ଭଦ୍ରକ ଟାଉନ୍‌ ଓ କଟକକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ପର୍ଯ୍ୟନ୍ତ...

କଟକରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ – ୪୮ ଘଣ୍ଟା ପାଇଁ ସଟଡାଉନ୍ ହେବ ସହର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଟକରେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରକୁ ୪୮ ଘଣ୍ଟା ପାଇଁ ଲକଡାଉନ୍ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ୱର ଓ ଭଦ୍ରକ ସହର...