ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦେଶରୁ ଯଦି କୌଣସି ବ୍ୟକ୍ତି ନିଜ ଘରକୁ...
କରୋନା ଯୋଗୁଁ ମାର୍ଚ୍ଚ ୩୧ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ
ଓଡିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ପଡ଼ିଲା କରୋନା ପ୍ରଭାବ। ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି।
ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର...
କରୋନା ଆତଙ୍କ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନା ସତର୍କତା ପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ୍ର ସବୁ ସୋ’କୁ ମାର୍ଚ୍ଚ...
ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା – ଗୋଟିଏ ଦିନରେ ଆଦାୟ କଲେ ବିଏମ୍ସିର ୫୦ ଲକ୍ଷ ଟଙ୍କା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦିନରେ ଭୁବନେଶ୍ୱର ମହାନଗର ନିଗମର ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୫୦ ଲକ୍ଷ ଟଙ୍କା ଟପିଛି। କିନ୍ନରମାନଙ୍କୁ ନେଇ ଗଠିତ ହୋଇଥିବା ଟିଜି ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି...
ଆକ୍ସନ ମୋଡ୍ରେ ବ୍ରହ୍ମପୁର ପୋଲିସ – ରାତିଅଧିଆ ହୋଟେଲରେ ଚଢ଼ାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଆକ୍ସନ ମୋଡ୍ରେ ବ୍ରହ୍ମପୁର ପୋଲିସ। ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ବ୍ରହ୍ମପୁର ସହର, ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ରାତିଅଧିଆ ଚଢ଼ାଉ...
ରାଜ୍ୟ କ୍ୟାବିନେଟ୍ ବୈଠକ: କୋରୋନା ମୁକାବିଲା ଲାଗି ୨୦୦ କୋଟି ମଞ୍ଜୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କୋରୋନା ଲାଗି ୨୦୦...
ଭୁବନେଶ୍ୱର କେଭି-୨ରେ ଶିକ୍ଷକ ପଦବୀରେ ନିଯୁକ୍ତି: ମାର୍ଚ୍ଚ ୨୩, ୨୪ରେ ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ପିଜିଟି, ଟିଜିଟି, ପିଆରିଟି, କମ୍ପ୍ୟୁଟର ଇନ୍ଷ୍ଟରକ୍ଟର ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୩ ଓ ୨୪ରେ ଅନୁଷ୍ଠିତ...
ମଦ ଦୋକାନକୁ ୧ ଲକ୍ଷ ଜରିମାନା କଲେ ଗଞ୍ଜାମ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରିଷ୍କାର କରିଥିବାରୁ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା। ବ୍ରହ୍ମପୁରରେ କର୍ପୋରେସନ ରୋଡରେ ଥିବା ଏକ ଦେଶୀ ମଦ ଦୋକାନକୁ ଏହି ଫାଇନ କରିଛନ୍ତି ଜିଲ୍ଲାପାଳ। ମଦ ଦୋକାନ ଆଗରେ...
ରାଜ୍ୟସଭା ପାଇଁ ବିଜେପିର ନୂଆ ବାଟ – ‘ମୌନେ ସମ୍ମତି ଲକ୍ଷଣ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିର ଋଣ ସୁଝିଦେଲା ବିଜେପି।
ଓଡ଼ିଶାରେ ଖାଲି ହେଉଥିବା ଚାରି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେଇଛି। ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ...
ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧୀନରେ ଶିକ୍ଷକ ନିଯୁକ୍ତି, ମାର୍ଚ୍ଚ ୨୨ରେ ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର କ୍ଲଷ୍ଟର ଅଧୀନରେ ଥିବା ୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି, ଟିଜିଟି ଓ ପିଆରଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବାକୁ...





















