ଶନିବାର ଉଦ୍ଘାଟିତ ହେବ ଖେଲୋ ଇଣ୍ଡିଆ – ଯୋଗ ଦେଇପାରନ୍ତି ବରୁଣ ଧଓ୍ଵନ, ସୋନା ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ଓଡ଼ିଶାର ୪ଟି ବିଶ୍ୱବିଦ୍ୟାଳୟ ଏଥିରେ ଯୋଗ ଦେବେ।...
ଆମ ଲୋକକଳା ଆମ ସଂସ୍କୃତି – ଢୋଲ, ନିସାନ୍, ତାସାରେ କମ୍ପିଲା ରବୀନ୍ଦ୍ର ମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିରରୁ ଆସିଥିବା ପରମ୍ପରା ଅନୁଷ୍ଠାନ...
ଆନ୍ଦୋଳନ କଲେ କଲେଜ ଶିକ୍ଷକଙ୍କୁ ଆଗୁଆ ଅବସର ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରୀ କଲେଜର ଅଧ୍ୟାପକ ଓ ଅଣ ଅଧ୍ୟାପକମାନଙ୍କ ପାଇଁ ଚେତାବନୀ। ଯଦି ସେମାନେ ଆନ୍ଦୋଳନ କରିବେ ପ୍ରକୃତ ଅବସର ଗ୍ରହଣ ଆଗରୁ ସେମାନଙ୍କୁ ଅବସର ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ...
ରାତି ପାହିଲେ ଜାଗର – ପ୍ରମୁଖ ଶୈବ ପୀଠରେ କେମିତି ଚାଲିଛି ପ୍ରସ୍ତୁତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଜାଗର। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତମାନେ ଯେମିତି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ମନ୍ଦିର...
କମିସନରେଟ୍ ପୋଲିସ୍ରେ ସ୍ପେଶାଲ୍ ପୋଲିସ୍ ଅଫିସର୍ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସ୍ ଅଧୀନରେ ୮ଟି ସ୍ପେଶାଲ୍ ପୋଲିସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥମାନେ ଫେବ୍ରୁଆରି ୨୫ ଯାଏଁ ଆବେଦନ କରିପାରିବେ।
ଯୋଗ୍ୟତା:
କେବଳ ଅବସରପ୍ରାପ୍ତ ଏ.ଏସ୍.ଆଇ,...
ଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=JWI9hPbIrXs] ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଶୈବ ପୀଠ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଜାଣନ୍ତୁ...
ସିଲ ହେଲା ପଟିଆ ବିଗ୍ ବଜାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=RIv-_Zb3ZF4]ଭୁବନେଶ୍ୱରସ୍ଥିତ ପଟିଆ ବିଗ୍ ବଜାର ବିଲ୍ଡିଂକୁ ସିଲ୍ କଲା ବିଏମ୍ସି। ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ...
ବାଙ୍କୀ ଡବଲ୍ ମର୍ଡର – ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍
ଓଡ଼ିଶାଲାଇଭ ବ୍ୟୁରୋ
କଟକ: ବାଙ୍କୀ ଡବଲ୍ ମର୍ଡର ଘଟଣାରେ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଦା ଗ୍ରାମର ଭାଗବତ ପ୍ରଧାନଙ୍କ ପୁଅ ବଳଭଦ୍ର ପ୍ରଧାନ ଓ ବାବାଜୀ...
ମାଟ୍ରିକ ପରୀକ୍ଷା – ପ୍ରଥମ ଦିନ କପି କରି ଧରାପଡ଼ିଲେ ୧୧୪ ପରୀକ୍ଷାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Xy0_qz0fcVU&t=126s
ପରୀକ୍ଷା ଦେଲେ ୫ ଲକ୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ
ଆରମ୍ଭରୁ ବିଭ୍ରାଟ
ମାତୃଭାଷା ପ୍ରଶ୍ନପତ୍ର ଲିକ୍କୁ ଫାଙ୍କିଦେଲେ ବୋର୍ଡ କର୍ତ୍ତୃପକ୍ଷ
ପରୀକ୍ଷା ପରେ ଲିକ୍ ହୋଇଥିବା ସଫେଇ
ଜଣେ...
ହିଟାଚି ହୋମ୍ ସୋରୁମ୍ ଭୁବନେଶ୍ୱରରେ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବାପୁଜୀନଗରରେ ହିଟାଚି ହୋମ୍ ସୋରୁମ୍ ଉଦ୍ଘାଟିତ ହୋଇଯାଇଛି। ଏହାକୁ କମ୍ପାନିର ସିଏମଡି ଗୁରୁମିତ୍ ସିଂ ଏହି ସୋରୁମ୍କୁ ଉଦଘାଟନ କରିଥିଲେ। ନାସନାଲ୍ ହେଡ୍ (ସେଲ୍ସ) ରାଜେସ୍ୱର ଦୟାଲ, ଆଞ୍ଚଳିକ ମୁଖ୍ୟ...




















