ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବାପୁଜୀନଗରରେ ହିଟାଚି ହୋମ୍‌ ସୋରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କମ୍ପାନିର ସିଏମଡି ଗୁରୁମିତ୍ ସିଂ ଏହି ସୋରୁମ୍‌କୁ ଉଦଘାଟନ କରିଥିଲେ। ନାସନାଲ୍ ହେଡ୍ (ସେଲ୍ସ) ରାଜେସ୍ୱର ଦୟାଲ, ଆଞ୍ଚଳିକ ମୁଖ୍ୟ ପୁନ୍ୟବ୍ରତ୍ ଭଟ୍ଟଚାର୍ଯ୍ୟ ଏବଂ ଭୁବନେଶ୍ୱର ଫ୍ରାଞ୍ଚାଇଜ୍ ମୁଖ୍ୟ ସୁଜିତ୍ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ସୋରୁମ୍‌ରେ ଇନଭର୍ଟର ସ୍ପିଲ୍ଟ ଏସି, ଫିକ୍ସ ସ୍ପିଡ୍ ସ୍ପିଲ୍ଟ ଏସି, ଓିଣ୍ଡୋ ଏସି, ଭିଆର୍ ଏଫ୍ ସିଷ୍ଟମ୍, ଡିଡକ୍ଟେଡ୍ ଏୟାର କଣ୍ଡିସନର, ଡିଡକ୍ଟଲେସ୍ ଏୟାର୍ କଣ୍ଡିସନର, ଚିଲର ରେଫ୍ରିଜିରେଟର, ଏୟାର ପିୟୁରିଫାୟର ଇତ୍ୟାଦି ଉପଲବ୍ଧ ରହିଛି।

ଏହି ଅବସରରେ ଜନସନ୍ କଣ୍ଟ୍ରୋଲ୍ସ-ହିଟାଚି ଏୟାର କଣ୍ଡିସନିଙ୍ଗ ଇଣ୍ଡିଆ ଲିଂ ର ମୁଖ୍ୟ କାର୍ଯ୍ୟନର୍ବାହୀ ଅଧିକାରୀ ଗୁରମିତ୍ ସିଂ କହିଛନ୍ତି, “ଏହି ସୋରୁମରେ ସମସ୍ତ ପ୍ରକାର ଉତ୍ପାଦ ଉପଲବ୍ଧ ରହିଛି। ଭୁବନେଶ୍ୱରରେ ଏହି ସୋରୁମ୍ ଓଡ଼ିଶାର ଲୋକମାନଙ୍କୁ ସୁବିଧାରେ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇଦେବ।’’

Comment