ଖୋଲିବ ଶ୍ରୀଧରଙ୍କ ଗୁମର, ପୋଲିସ ହାତରେ ଲାଗିଲା ସାମ୍ବାଦିକା ମଧୁମିତାଙ୍କ ଡାଏରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ ଗୁମର, ପୋଲିସ ହାତରେ ଲାଗିଛି ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ହାତଲେଖା ଡାଏରୀ। ମଧୁମିତା ରହୁଥିବା ଭଡ଼ା ଘରୁ ପୋଲିସକୁ ଏହି ଡାଏରୀ ମିଳିଛି। ଦାମ୍ପତ୍ୟ ଜୀବନରେ ଝଡ଼...

କପ୍ତିପଦା ରେଞ୍ଜରୁ ୫ଟି ହାତୀ ଦାନ୍ତ ଜବତ, ୭ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ କର୍ମଚାରୀ କପ୍ତିପଦା ରେଞ୍ଜ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ...

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା: ଭଦ୍ରକ କୋର୍ଟରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ସାକ୍ଷ୍ୟ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ଘଟଣାର ପ୍ରାୟ ଅଢ଼େଇ ବର୍ଷ ପରେ ବି ଚାଲିଛି ଖୋଳତାଡ଼। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହଯୋଗୀ...

ମରଣାନ୍ତକ ଆକ୍ରମଣ ଓ ଛିନତାଇ ଘଟଣାରେ ୮ ଅଭିଯୁକ୍ତଙ୍କୁ ଗିରଫ କଲା ବାରିପଦା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଅସ୍ତିଆ-ଲୁଲୁଙ୍ଗ ରାସ୍ତାର ଧନପୁର ଛକ ନିକଟରେ ଜୁଲାଇ ୨୪ ତାରିଖରେ ଘଟିଥିବା ମରଣାନ୍ତକ ଆକ୍ରମଣ ଓ ଛିନତାଇ ଘଟଣାରେ...
arrested

ଗିରଫ ହେଲେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଭୁବନେଶ୍ଵର, ସୋନପୁର, ବରଗଡ଼, ବଲାଙ୍ଗିର...

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁର ୫ ଦିନ ପରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଶରୀରରେ ଏକାଧିକ କ୍ଷତ ପାଇଁ ମଧୁମିତା ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଆହୁରି...

ନିଶା କାରବାରର ନିଆରା ଫଣ୍ଡା: ଫୁଡ ଡେଲିଭେରୀ ନାଁରେ ଦେଉଥିଲା ଡ୍ରଗ୍ସ, ମାଡ଼ି ବସିଲା ହାଇଦ୍ରାବାଦ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନିଶା କାରବାର ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ନିଶା ବେପାରୀ। ଫୁଡ ଡେଲିଭରୀ ନାଁରେ ଘରେ ଘରେ ସପ୍ଲାଇ ହେଉଛି ଡ୍ରଗ୍ସ ଏବଂ ଗଞ୍ଜେଇ ଭଳି...

ପ୍ରେମ, ଧୋକା ଓ ଆତ୍ମହତ୍ୟା: ଆଉ ନାହାନ୍ତି ସାମ୍ବାଦିକା ମଧୁମିତା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେମରେ ଧୋକା ମିଳିବା ପରେ ଜଣେ ମଣିଷ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇପାରେ। ନିଜ ଜୀବନ ହାରିବାକୁ ମଧ୍ୟ ପଛଘୁଞ୍ଚା ଦିଏନାହିଁ। ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ସାମ୍ବାଦିକା...

ତନ୍ତ୍ର ନାଁରେ ଯନ୍ତ୍ରଣା: ଯୁବତୀଙ୍କ ମୁଣ୍ଡରେ ଫୋଡ଼ି ଦେଲେ ୭୭ ଛୁଞ୍ଚି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ବି ଲୁଚି ରହିଛି ଅନ୍ଧବିଶ୍ଵାସ। କିଛି ଲୋକ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ଉପରେ ଭରସା ନକରି ତାନ୍ତ୍ରିକର ସହାୟତା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନେ...

ମୟୂରଭଞ୍ଜ: ବୃଦ୍ଧାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ଅଭିଯୋଗରେ ଯୁବକ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନିଜ ପଡ଼ୋଶୀ ବୃଦ୍ଧାଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଯୁବକ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିତପୁର...