ଛତୁଆ ବିଲ୍ ପାଇଁ ଲାଞ୍ଚ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଛତୁଆ ବିଲ୍ କରାଇଦେବାକୁ ଲାଞ୍ଚ ନେଇ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ...

ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ନବରଙ୍ଗପୁର ଅବକାରୀ ଅଧୀକ୍ଷକଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ। ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ବାସଭବନ ସମେତ ୪ଟି...

ଚୋରା ମୋବାଇଲ ରାକେଟ ଠାବ, ୯ ଜଣଙ୍କୁ ଗିରଫ କଲା ବିସିଂହପୁର ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ବିସିଂହପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବିସିଂହପୁର ପୋଲିସ ଚୋରା ମୋବାଇଲ ରାକେଟର ପର୍ଦ୍ଦାଫାଶ କରିବା ସହ ୯ ଜଣଙ୍କୁ ଗିରଫ କରିଛି। ଏ ନେଇ...

ରାୟଗଡ଼ାରୁ ଦୁଇଟି କଲରାପତରିଆ ବାଘଛାଲ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତମ୍ପରା ବିନ୍ଧୁଣି ଛକନିକଟରୁ ଦୁଇଟି କଲରାପତରିଆ ବାଘଛାଲ ସହ ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେସାଲ ଟାସ୍କ ଫୋର୍ସ...

ବ୍ରହ୍ମପୁର ବୁଡ଼ୁ ପାତ୍ର ହତ୍ୟା ମାମଲା: ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୭ ମସିହାରେ ଘଟିଥିବା ବୁଡ଼ୁ ପାତ୍ର ହତ୍ୟା ମାମଲାର ବିଚାର କରି ୮ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍-୧। ଏହା ସହ...

ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୮ରେ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନ ତାରିଖ ଘୁଞ୍ଚିଲା। ଆସନ୍ତା ନଭେମ୍ବର ୮ ତାରିଖରେ ଟୁଟୁ...

ଗାଡ଼ି ଯାଞ୍ଚ ବେଳେ ୨୯ କେଜି ଗଞ୍ଜେଇ ସହ ୧୨ ଲକ୍ଷ ଟଙ୍କା ଜବତ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୋଲିସ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଗାଡ଼ି ଯାଞ୍ଚ କରୁଥିବାବେଳେ ଗୋଟିଏ ଗାଡ଼ିରୁ ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହ ସମ୍ପୃକ୍ତ...

ମହିଳା ସାମ୍ବାଦିକାଙ୍କୁ ମାଡ଼ ଘଟଣା: ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକ ଜେଲ୍‌ ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଘଟଣାରେ ପଚରାଉଚରା...

ଜଟଣୀର ମେଧାବୀ ଛାତ୍ର ଶୁଭମ ପାଲଟାସିଂଙ୍କ ହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଟଣୀ ବେଣାପଞ୍ଜରୀ ଗାଁର ମେଧାବୀ ଛାତ୍ର ଶୁଭମ ପାଲଟାସିଂଙ୍କ ହତ୍ୟାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ, କ’ଣ ରହିଛି ହତ୍ୟା ପଛର କାରଣ? ଖୋର୍ଦ୍ଧା ଜିଲ୍ଲାରେ ବଢ଼ି ଚାଲିଛି ଅପରାଧ। ଦିନ ଦ୍ଵି’ପ୍ରହରରେ...