ଖୋଲିବ ପାରାଦୀପ ବନ୍ଦରରେ ଜାହାଜରୁ ମିଳିଥିବା ୨୨୦ କୋଟି ଟଙ୍କାର ‘କୋକେନ’ ରହସ୍ୟ, ସହଯୋଗ ପାଇଁ ଆସିଲେ ଅନୁବାଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବାକୁ ଯାଉଛି। ଭାଷାଗତ...

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ଵାନା

ଓଡ଼ିଶାଲାଇଭ୍ ବ୍ୟୁରୋ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢ଼ିଲା। ସୌରୀନଙ୍କ ବିରୋଧରେ ଜାରି ହୋଇଛି ଏନବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରଓ୍ଵାନା। ପୋଲିସର ଆବେଦନ ଉପରେ କଟକ ଏସଡିଜେଏମ କୋର୍ଟ ଏହି...

ଆୟକର ଚଢ଼ଉ ବେଳେ ମଦ ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ସିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଚଢ଼ଉ ବେଳେ ବଲାଙ୍ଗୀରର ବଳଦେବ...

ବୌଦ୍ଧରେ ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା, ୬ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଏ ନେଇ ବୌଦ୍ଧ ଜିଲ୍ଲା ଏସପି ସୂଚନା...

ରାଜସ୍ଥାନ: ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନରେ ଦିନ ଦ୍ୱି’ପହରରେ ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷକ ସୁଖଦେବ ସିଂହ ଗୋଗାମେଡୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ଦୁଇ ଜଣ ଆକ୍ରମଣକାରୀ ସୁଖଦେବଙ୍କ ଘରେ...

ହାଇକୋର୍ଟରୁ ଜାମିନ ମିଳିଲା, ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ ଜାମିନ ମିଳିଛି। ଇଡି ମାମଲାରେ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ...

ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ ୨୦୨୨: ରାଜ୍ୟରେ ବଢ଼ିଛି ଅପରାଧିକ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ୨୦୨୨ ନାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ରିପୋର୍ଟ। ୨୦୨୧ ତୁଳନାରେ ୨୦୨୨ରେ ଓଡ଼ିଶାରେ ବିଭିନ୍ନ ପ୍ରକାର ଅପରାଧ ବଢ଼ିଥିବା ଏହି ରିପୋର୍ଟରେ କୁହାଯାଇଛି। ମହିଳା ଅସଦାଚରଣ ମାମଲାରେ...

ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିବା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ପୋଲିସ ବାବୁ ଠୁଳ କରିଥିବା...

ଛତୁଆ ବିଲ୍ ପାଇଁ ଲାଞ୍ଚ, ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଛତୁଆ ବିଲ୍ କରାଇଦେବାକୁ ଲାଞ୍ଚ ନେଇ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତତ୍କାଳୀନ ସିଡିପିଓ ଯଶୋବନ୍ତୀ ବେହେରାଙ୍କୁ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କୋଟିପତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗୁରୁବାର ଦିନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ...