ଓଡ଼ିଶା ଡାକ ପରିମଣ୍ଡଳ ତରଫରୁ ପାଳନ କରାଯିବ ବିଶ୍ୱ ଡାକ ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ପରିବର୍ତ୍ତିତ ଧାରା ସହ ପାଦ ମିଶାଇ ବଦଳିଚାଲିଛି ଭାରତୀୟ ଡାକସେବା ବା ଇଣ୍ଡିଆ ପୋଷ୍ଟ। ଉନ୍ନତ ଅତ୍ୟାଧୁନିକ ଡିଜିଟାଲ୍‌-ଫ୍ରେଣ୍ଡଲି ଓ ସବୁବର୍ଗ ତଥା ସବୁ ବୟସର ସାଥୀ ଭାରତୀୟ ଡାକସେବା”, କହିଛନ୍ତି...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବୁଣାକାର ସଂଘର କର୍ମକର୍ତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=PVmj_bWwkX0] ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ରାଜ୍ୟ ସରକାର ରାଜ୍ୟ  ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିକାଶ ପରିଷଦ ଗଠନ କରିଛନ୍ତି। ଏହା ଆଗାମୀ ଦିନରେ...

୮୯ ବର୍ଷରେ ବିଶିଷ୍ଟ ଲେଖକ ଚନ୍ଦ୍ରଶେଖର ରଥ, ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=d1EerD8_Bp8] ୮୯ ବର୍ଷରେ ପଦାର୍ପଣ କରିଛନ୍ତି ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ, ଔପନ୍ୟାସିକ ତଥା ଦାର୍ଶନିକ ଚନ୍ଦ୍ରଶେଖର ରଥ । ପବିତ୍ର କୁମାରପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମ ଗ୍ରହଣ କରିଥିବା...

ଆଜି ଜନ୍ମଦିନ: ୮୯ ବର୍ଷରେ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=d1EerD8_Bp8] ଜଣାଶୁଣା ତଥା ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ଔପନ୍ୟାସିକ ଚନ୍ଦ୍ରଶେଖର ରଥ ୮୯ ବର୍ଷରେ ପଦାର୍ପଣ କରିଛନ୍ତି। ପବିତ୍ର କୁମାର ପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମ ଗ୍ରହଣ କରିଥିବା...

ଆମ୍ରପଲ୍ଲୀରେ ରକ୍ତଦାନ ଶିବିର: ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭୁବନେଶ୍ବର ନିକଟସ୍ଥ ଫୁଲନଖରାର କୁରାଙ୍ଗଶାସନସ୍ଥିତ ଆମ୍ରପଲ୍ଲୀ ରିସର୍ଟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲଡ କନେକ୍ଟ ଅର୍ଗାନାଇଜେସନ ଓ ଆମ୍ରପଲ୍ଲୀ ଲାଇଫ୍ ଷ୍ଟାଇଲର...

ଉନ୍ମୋଚନ ହେଲା ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=K57UQuSI5IA] ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ପ୍ରତିମୂର୍ତ୍ତି ବୁଧବାର ଦିନ ଏଜି ଛକଠାରେ ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ନୀଳମଣି...

ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୂଆ ଗ୍ୟାଲେରି ‘ଗୀତିଛାୟା’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=lPbYk9zw_WQ] ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ସହଭାଗିତାରେ ରାଜ୍ୟ ସଂଗ୍ରାହଳୟଠାରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ରେକର୍ଡିଂ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ‘ଗୀତିଛାୟା’ ଉଦ୍‌ଘାଟନ ହୋଇଯାଇଛି। ଏହାକୁ ସଂସ୍କୃତି...

ମିଶନ୍‌ ବିଜେପୁର: ‘ନାରାୟଣ’ଙ୍କୁ ମନାଇଲା ବିଜେପି, ‘ପ୍ରଭାତ’ଙ୍କ ମାନଭଞ୍ଜନ କଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ବିଜେଡି ଏବଂ ବିଜେପି ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଏହି ଉପ-ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ଉଭୟ ଦଳ ବଳ କଷିବା ଆରମ୍ଭ କରିଛନ୍ତି। ଏଥିପାଇଁ ଅସନ୍ତୁଷ୍ଟ...

‘ଇଣ୍ଟରଭ୍ୟୁ ଟାଇମ୍ସ’ର ପ୍ରତିଭା ପୂଜା: ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଜଣ ପ୍ରତିଭାବାନ ବ୍ୟକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବସମାଜକୁ ପ୍ରେରଣା ଦେବା ପାଇଁ 'ଇଣ୍ଟରଭ୍ୟୁ ଟାଇମ୍ସ' ପ୍ରତିଭା ପୂଜା ପରମ୍ପରାକୁ ବଜାୟ ରଖିଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଛି। ରାଜନୀତି, କଳା, ସାହିତ୍ୟ,...

ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...