ଓଡ଼ିଶୀ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ପଣ୍ଡିତ ଭୁବନେଶ୍ୱର ମିଶ୍ର। ୧୯୯୩, ମେ’ ୭ରେରେ ତାଙ୍କ ଭଳି ଜଣେ ମହାନ ସଙ୍ଗୀତଜ୍ଞଙ୍କୁ ହରାଇଥିଲା ସଙ୍ଗୀତ ଜଗତ। ପଣ୍ଡିତ ଭୁବନେଶ୍ୱର...

ଓଡ଼ିଶାକୁ ବଲ୍ ଫିଙ୍ଗିଲା କେନ୍ଦ୍ର – ରଥ ନିର୍ମାଣ ହେବ, କିନ୍ତୁ ରଥଯାତ୍ରା ହେବ କି ନା ନବୀନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ଦେଲା କେନ୍ଦ୍ର। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର। ରଥ ଖଳାରେ ରଥ ନିର୍ମାଣ ହେବ...

ଲକଡାଉନ୍‌ ରେସିପି: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ସ୍ୟାଣ୍ଡଓ୍ୱିଚ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟ ପାଇଁ ସ୍ୟାଣ୍ଡଓ୍ୱିଚ୍‌ ଭଳି ହାଲକାଫୁଲକା ଖାଦ୍ୟ ବେଶ୍‌ ଭଲ। ଏହାକୁ ପ୍ରତିଦିନ ସକାଳ ଜଳଖିଆରେ ସାମିଲ କରନ୍ତୁ। ଘରେ କେମିତି ଏହାକୁ ପ୍ରସ୍ତୁତ କରିବେ ତାହା ବି ଜାଣନ୍ତୁ। ପର୍ଯ୍ୟାୟ ୧- ଗ୍ୟାସ୍‌ରେ...

ଆଜି ଦିବ୍ୟଦ୍ରଷ୍ଟା ସନ୍ଥକବି ଭୀମଭୋଇଙ୍କ ଜନ୍ମଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ସାହିତ୍ୟକୁ ଅନେକ କାଳଜୟୀ ଲେଖା ଦେଇଛନ୍ତି ସନ୍ଥକବି ଭୀମଭୋଇ। ତାଙ୍କର ଏହି ଅବଦାନ ପାଇଁ ସେ ଚିର ସ୍ମରଣୀୟ। “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ...

ଆଜି ସାନ୍ତାଳୀ ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାନ୍ତାଳୀ ଭାଷା, ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅଲ୍‌ଚିକି ଲିପି ସୃଷ୍ଟି କରି ସ୍ମରଣୀୟ ହୋଇ ରହିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଅଲ୍‌ଚିକି ଲିପିର ସ୍ରଷ୍ଟା...

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା – ନବୀନ ନେଲେନି ରିସ୍କ, ଏବେ ମୋଦୀ ହଁ କହିବେ କି ନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନିଶ୍ଚିତତାରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଲେ ରାଜ୍ୟ ସରକାର। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ହେବ କି ନାହିଁ? ଏହି ପ୍ରସଙ୍ଗକୁ ନେଇ ଏବେ ସବୁଠି...

ରଥ ନିର୍ମାଣ – କେନ୍ଦ୍ରର ଅନୁମତି ଲୋଡ଼ିଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିବା ଜଣାପଡ଼ିଛି। ଏବେ ଲକ୍‌ଡାଉନ୍‌ ନିୟମ ବଳବତ୍ତର ରହିଥିବାରୁ ରଥ ନିର୍ମାଣ କାମ ହେବ...

ଲକ୍‌ଡାଉନରେ ସାହି ପନୀର୍‌ ଖାଇବାକୁ ମନ ହେଉଛି କି? ସହଜ ଉପାୟରେ ଘରେ କରନ୍ତୁ ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟରେ ସାମିଲ ଥାଏ ସାହି ପନିର୍। ଏହି ସ୍ୱାଦିଷ୍ଟ ସାହି ପନୀର୍‌ର ମଜା ନେବା ପାଇଁ ଅନେକ ରେସ୍ତୋରାଁକୁ ଯାଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ...

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ – ରଥ ନିର୍ମାଣ କରିବାକୁ ସରକାରଙ୍କୁ ସୁପାରିଶ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ରଥ ନିର୍ମାଣ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର କିମ୍ବା ବୁଧବାର ସୁଦ୍ଧା ଏହି କାର୍ଯ୍ୟ ଆରମ୍ଭ...

ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ – ରଥଯାତ୍ରା ସମ୍ପର୍କରେ ହୋଇପାରେ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଚାଲିଛି। ଭୁବନେଶ୍ୱରରେ ଗଜପତି ମହାରାଜା ଏବଂ ପୁରୀ ଶ୍ରୀମନ୍ଦିର ମୁଖ୍ୟ...