ଓଡ଼ିଶାକୁ ପରିଚିତ କରାଉଛି ଧଉଳି-କଳିଙ୍ଗ ମହୋତ୍ସବ: ଅରୁଣା ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଏବଂ ସମରକଳାର ସମନ୍ୱୟ ରୁଚିବୁଦ୍ଧ ସମ୍ମାନ ପାଇବେ ନୃତ୍ୟଗୁରୁ ମାୟଧର ରାଉତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ...

ମଧୁସୂଦନ ଦାସ – ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ

ଡକ୍ଟର ପାବକ କାନୁନଗୋ https://www.youtube.com/watch?v=6fIJrVo9AB8 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି। ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି...
Madhusudan Das

ଗାନ୍ଧିଜୀ, ଆମ୍ବେଦକର ଓ ମଧୁସୂଦନ

ସୁରସିଂହ ପଟ୍ଟନାୟକ https://www.youtube.com/watch?v=Jq66SMtS8qk ଆଜି ‘ଉତ୍କଳଗୌରବ’ ମଧୁସୂଦନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଓଡ଼ିଶା ପ୍ରତି ମଧୁବାବୁଙ୍କ ଅବଦାନକୁ ମନେ ପକାଇବା ଲାଗି ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଏକ କ୍ଷୁଦ୍ର ପ୍ରୟାସ। ଆମ୍ବେଦକର ଓ ମଧୁସୂଦନ ଦଳିତ ଜାତିର ଉନ୍ନତି କଳ୍ପେ ନିଜର...

ସୋଆ ସାହିତ୍ୟ ଉତ୍ସବ : ‘‘କବିତାକୁ ବୁଝିହେଲା ଭଳି ଲେଖାଯିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ସୋଆ ସାହିତ୍ୟ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ବିଶିଷ୍ଟ...

ଘରେ କେମିତି ପ୍ରସ୍ତୁତ କରିବେ ଚା’

ଓଡ଼ିଶାଲାଇଭ୍ ବ୍ୟୁରୋ ଚା’ ପିଇବା ସମସ୍ତଙ୍କ ଇଛା। କିନ୍ତୁ କିଛି ଲୋକ ଚା’ ପ୍ରସ୍ତୁତ କରିବା ବେଳେ ଚା’କୁ ପାଣିଚିଆ କରି ଦିଅନ୍ତି, ତ କିଛି ଲୋକ ଚା’କୁ ଠିକ୍ ସେ କରିପାରନ୍ତି ନାହିଁ।...

ବିଛଣାରେ ବସି ଖାଦ୍ୟ ଖାଉଛନ୍ତି କି? ସ୍ୱାସ୍ଥ୍ୟ ପାଇଁ ହେବ କ୍ଷତିକାରକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଧିକାଂଶ ଲୋକଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଏକ ମନ୍ଦ ଅଭ୍ୟାସ ରହିଥାଏ। ହେଲେ ଆପଣ ଜାଣନ୍ତି କି ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ରୋଗ ହୋଇପାରେ।...

‘ସଂସ୍କୃତି ଆଳାପ’ରେ ମତ ବିନିମୟ: ୫-ଟି ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଶୁକ୍ରବାର ଆୟୋଜିତ ହୋଇଥିଲା ‘ସଂସ୍କୃତି ଆଳାପ’। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଭାଷା, ସାହିତ୍ୟ...

ଫେବ୍ରୁଆରି ୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୧୫ ବର୍ଷ ଧରି ଶାନ୍ତିର ପ୍ରତିକ ଧଉଳିକୁ ପ୍ରଛଦପଟ୍ଟରେ ରଖି ଏହାର ବାର୍ତ୍ତାକୁ ପ୍ରସାର କରିଆସୁଛି ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ ୩ଦିନ...

ଓଡ଼ିଶାରେ ଝଡ଼: କାହିଁକି ମୁମ୍ବାଇରେ ଅଦିନରେ ହେଲା ରଥଯାତ୍ରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ତିଥିରେ ରଥଯାତ୍ରା ଆୟୋଜନ ନିଷ୍ପତ୍ତିକୁ ମାନୁ ନାହାନ୍ତି ଇସ୍କନ କର୍ତ୍ତୃପକ୍ଷ। ସୁଧରୁନି ଇସ୍କନ୍‌। ମନଇଚ୍ଛା କରୁଛି ରଥ ଯାତ୍ରା। ଗୋଟିଏ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା...

ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ମା’ ସୁନନ୍ଦା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଡକ୍ଟର ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ଵର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା,...