ଆଜି ରଥ ଆଜ୍ଞାମାଳ ବିଜେ

ଓଡ଼ିଶାଲାଇଭ ବ୍ୟୁରୋ ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା।। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ...

ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ମହାପ୍ରଭୁଙ୍କ ମହାପ୍ରସାଦ?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥ ଯେତିକି ରହସ୍ୟମୟ ସେତିକି ମଧ୍ୟ ରହସ୍ୟମୟ ତାଙ୍କ ମହାପ୍ରସାଦ ପ୍ରସ୍ତୁତି। ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଅନେକ ଲୋକଙ୍କ ମନରେ ଏବେ ବି ଏକ ଭୁଲ ଧାରଣା ରହିଛି। ଶ୍ରୀମନ୍ଦିର ରୋଷଶାଳାରେ...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ

ଭାସ୍କର ମିଶ୍ର ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେଗୁଡ଼ିକ ସମୟରେ...

ଶ୍ରୀନଅରକୁ ବିଜେ ହେଲା ଖଡ଼ିପ୍ରସାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀନଅରକୁ ମଙ୍ଗଳବାର ଦିନ ଖଡ଼ିପ୍ରସାଦ ବିଜେ କରାଯାଇଛି। ଦତ୍ତ ମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ିପ୍ରସାଦ...

ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ପୁରୀ ରଥଯାତ୍ରାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ ଓଡ଼ିଶାଲାଇଭ୍‌ରେ। ଜୁଲାଇ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ।...

ଗଜପତି ମହାରାଜା ସେବା

ଡକ୍ଟର ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ବା ପ୍ରଧାନ ସେବକ ଗଜପତି ମହାରାଜାଙ୍କ ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା ଭାବେ ପରିଚିତ। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡ଼ା ଯାତ୍ରାରେ...

ଜାଣନ୍ତୁ ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

ଓଡ଼ିଶାଲାଇଭ ବ୍ୟୁରୋ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ଦିନ ବାକି। ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ବାହାରିବେ ଯାତ୍ରାରେ। ବିଶ୍ୱର ପ୍ରସିଦ୍ଧ ଏହି ବିରାଟ ଯାତ୍ରାରେ ଭକ୍ତ ଏବଂ...

ରଥରେ ନେତ ପରମ୍ପରା

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଶ୍ରୀଗୁଣ୍ଡିଚା ଯାତ୍ରା। ଏଥିଲାଗି ଚଳଚଞ୍ଚଳ ପୁରୀ ସହର। ଶ୍ରୀକ୍ଷେତ୍ରରେ ଚାଲିଥିବା ରଥନିର୍ମାଣ ପ୍ରାୟ ଶେଷ ହେବାକୁ ବସିଲାଣି। ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାକୁ ଉତ୍କଣ୍ଠାର ସହ...

ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜୀଉଙ୍କର ଏହି ନବ ଯୌବନ ଦର୍ଶନ ପାଇଁ କାହିଁ କେଉଁ ସ୍ଥାନରୁ ଦର୍ଶକଙ୍କ ସୁଅ...

ଶ୍ରୀଜୀଉଙ୍କ ବିଭିନ୍ନ ବେଶ

ଭାସ୍କର ମିଶ୍ର ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ ଭିନ୍ନ ଭିନ୍ନ ବେଶ ହୋଇଥାଏ। ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀମନ୍ଦିର ଭାରତ ତଥା ବିଶ୍ୱରେ ସୁପରିଚିତ। ଭାରତର ଚାରିଧାମ ମଧ୍ୟରୁ ପୁରୀ ଧାମ ବା ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ। ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର...