ସରିଲା ରଥଯାତ୍ରା, ରତ୍ନବେଦୀରେ ବିଜେ କଲେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। ତିନି ରଥରେ ନଅ ଦିନ ହେଲା ଲୀଳାଖେଳା ସାରି ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦୀରେ ...

ବାଃ ବାରିପଦା! ଏଇଠୁ ଦିନେ ଆରମ୍ଭ ହୋ‍ଇଥିଲା କେବଳ ମହିଳାମାନେ ସୁଭଦ୍ରାଙ୍କ ରଥ ଟାଣିବା ପରମ୍ପରା

ବାରିପଦାରୁ ରାଧାଶ୍ୟାମ ପ୍ରଧାନ [youtube https://www.youtube.com/watch?v=YAB6CN2UxhE] ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ୧୯୭୫ ମସିହାରେ ରଚିଥିଲା ଏକ ଇତିହାସ, ଯାହାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଅନ୍ୟମାନେ ଅନୁସରଣ କରୁଛନ୍ତି| ବାରିପଦା ରଥ। ଦୀର୍ଘ ବର୍ଷ...

ବାରିପଦା ରଥଯାତ୍ରାର ନିଆରା ପରମ୍ପରା

ବାରିପଦାରୁ ରାଧାଶ୍ୟାମ ପ୍ରଧାନ [youtube https://www.youtube.com/watch?v=YAB6CN2UxhE] ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରେ ୧୫୭୫ ମସିହାରେ ବାରିପଦାଠାରେ ପ୍ରତିଷ୍ଠା ହୋଇଥିଲା ଶ୍ରୀହରି ବଳଦେବ ଜୀଉ ମନ୍ଦିର। ଏହାର ଇତିହାସ ତଥା ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ରଥଯାତ୍ରାର...

ରସଗୋଲା ଭୋଗ ପରେ ରତ୍ନବେଦୀକୁ ଯିବେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=YAB6CN2UxhE] ଚଳିତବର୍ଷ ରଥଯାତ୍ରାର ଆଜି ଶେଷ ଦିନ। ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରିବେ। ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି...

ଶ୍ରଦ୍ଧାଲଡୁ – ବାରିପଦା ରଥର ନିଆରା ପରଂପରା

ବାରିପଦାରୁ ରାଧାଶ୍ୟାମ ପ୍ରଧାନ [youtube https://www.youtube.com/watch?v=YAB6CN2UxhE] ବାରିପଦାରେ ଅନୁଷ୍ଠିତ ଶ୍ରୀହରି ବଳଦେବ ଜୀଉଙ୍କ ରଥଯାତ୍ରାର ଏକ ଆକର୍ଷଣୀୟ ପରମ୍ପରା ହେଉଛି ରଥ ସମୟରେ ପ୍ରସ୍ତୁତ ଶ୍ରଦ୍ଧାଲଡୁ| ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜ ବାରିପଦାରେ ଉତ୍କଳୀୟ...

ତିନି ରଥରେ ଶେଷ ହେଲା ଅଧରନୀତି, ବୁଧବାର ନିଳାଦ୍ରୀ ବିଜେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହୁଡ଼ା ଓ ସୁନାବେଶ ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନି ରଥରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧରପଣା ନୀତି। ଆଷାଢ଼ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି।...

ଅଧରନୀତି ପାଇଁ ଚାଲିଛି ପ୍ରସ୍ତୁତି – ପୁରୀରେ ଭକ୍ତଙ୍କ ଗହଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=7_gDCQv5Ebo] ଆଉ କିଛି ସମୟ ପରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ...

ଶ୍ରୀକ୍ଷେତ୍ରରେ ସୁନାବେଶ – ଜାଣନ୍ତୁ କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wxHPET88AOk] ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଆସନ୍ତୁ ଜାଣିବା। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ...

ସୁନାମଣ୍ଡି ହୋଇ ଝଟକିଲେ ତିନିଠାକୁର, ଦର୍ଶନ ପାଇଁ ବଡ଼ଦାଣ୍ଡରେ ବଢ଼ୁଛି ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wxHPET88AOk] ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଝଲସୁଛନ୍ତି ବଡ଼ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରା। ଅପରାହ୍ନ...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ

ଓଡ଼ିଶାଲାଇଭ୍‍ ବ୍ୟୁରୋ [youtube https://www.youtube.com/watch?v=wxHPET88AOk] ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହା ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ କେବଳ ସୁନାବେଶରେ...