ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦୨୪ ଜାନୁଆରି ୧୫ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜାନୁଆରି ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଧନୁଯାତ୍ରା ଚାଲିବ। ଧନୁଯାତ୍ରା କମିଟିର ଅଧ୍ୟକ୍ଷ...
ଆଜିଠୁ ଆରମ୍ଭ କାର୍ତ୍ତିକ ପଞ୍ଚକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ପଞ୍ଚକ। ପଞ୍ଚକ ପାଇଁ ବଡ଼ଠାକୁରଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ପଞ୍ଚକ ପାଞ୍ଚ ଦିନ ଦାରୁ ଦିଅଁଙ୍କର ୫ଟି ସ୍ଵତନ୍ତ୍ର ବେଶ...
ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ଓରମାସ୍ ପ୍ରସ୍ତୁତ ସାମଗ୍ରୀର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟର ପାଭିଲିୟନ ମଧ୍ୟରେ ଝଲସୁଛି ଓଡ଼ିଶା ପାଭିଲିୟନ। ଏହାର ପରିସରରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ...
ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି
(ଭୁବନେଶ୍ୱର): ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)...
ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’
ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’
୫-ଟି...
କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ କାହିଁକି ପାଳନ ହୁଏ ଅଁଳା ନବମୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥି ତଥା ଅଁଳା ନବମୀ। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତ ଦେବୀ ଶ୍ରୀରାଧାପାଦଙ୍କ ଦର୍ଶନ କରୁଛନ୍ତି। ବର୍ଷକରେ କେବଳ ଏହି ଗୋଟିଏ...
ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମାଳାରେ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶାଳ ମେଳାରେ ଅନ୍ୟତମ...
ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ, ୨୧ ଯାଏଁ ଖୋଲା ରହିବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ନଭେମ୍ବର...
ଧର୍ମ ଓ ସାହିତ୍ୟରେ ଭିନ୍ନକ୍ଷମତାର ଉପସ୍ଥିତି ସମ୍ପର୍କରେ ଆଲୋଚନା
କପିଳାସ ଭୂୟାଁ
ଭିନ୍ନକ୍ଷମତା ଏକ ଶାରୀରିକ ଅବସ୍ଥା ଏବଂ କେତେକ ବ୍ୟକ୍ତି ସେଭଳି ଅବସ୍ଥାରେ ଜନ୍ମ ହୋଇଥିଲା ବେଳେ ଅନ୍ୟ କିଛି ବ୍ୟକ୍ତି ପରିସ୍ଥିତି କ୍ରମେ ସେହି ଅବସ୍ଥାରେ ପଡ଼ିଥାଆନ୍ତି।
ଯୁଗ ଯୁଗ ଧରି ଧର୍ମ,...
‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ...





















