ଓଡ଼ିଆ ସିନେ ପରଦାରେ ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗର ପର୍ବ ହୋଲି ଓଡ଼ିଶାର ଗାଁଠାରୁ ସହର ପର୍ଯ୍ୟନ୍ତ ଧୁମ୍ଧାମ୍ରେ ପାଳନ କରାଯାଏ। ହୋଲିକୁ ନେଇ ଅନେକ ଗୀତ ରହିଛି। କିନ୍ତୁ ଓଲିଉଡ଼ ସିନେମାରେ ହୋଲି ଗୀତ ଆଉ ହୋଲି ଉତ୍ସବ...
୯୭ତମ ଓସ୍କାର ଆୱାର୍ଡ: ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୫ଟି ବର୍ଗରେ ପୁରସ୍କୃତ ହେଲା ହଲିଉଡ୍ ଫିଲ୍ମ ‘ଆନୋରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ୯୭ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଆନୋରା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତ୍ରୀ ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ...
ଅଭିନୟର ଅନ୍ୟ ନାମ ଉତ୍ତମ
ସଙ୍ଗୀତା ମାନସିଂହ
କେତେବେଳେ ରୋମାଣ୍ଟିକ ଅନ୍ଦାଜରେ ଅଭିନେତ୍ରୀଙ୍କ ମୁହଁରେ ହସ ଫୁଟାଉଥିଲେ ତ କେତେବେଳେ ସିନେ ପରଦାରେ ନିଜେ କାନ୍ଦି ଦର୍ଶକଙ୍କ ଆଖିରେ ଲୁହ ଭରୁଥିଲେ। ନିଜର ନିଆର ଅନ୍ଦାଜ ଏବଂ ଅଭିନୟ ଯାଦୁରେ...
ବିଦାୟ ଉତ୍ତମ – ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ବିଦାୟ ନେଲେ ଓଲିଉଡ ସିନେମା ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର।
ଗୁରଗାଁଓରୁ ଉତ୍ତମ ମହାନ୍ତିଙ୍କ ପାର୍ଥିବ...
ଏପ୍ରିଲ ୧୯ରେ ଭୁବନେଶ୍ୱରରେ ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ହେବାକୁ ଯାଉଛି ବିଶ୍ଵର ଲୋକପ୍ରିୟ ସଙ୍ଗୀତ ତାରକା ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ। ଆସନ୍ତା ଏପ୍ରିଲ ୧୯ ତାରିଖରେ ଏହି କନ୍ସର୍ଟ ଅନୁଷ୍ଠିତ ହେବ। ‘ସନବର୍ଣ୍ଣ’ ଓ ‘ସ୍ପେସ ବାଉଣ୍ଡ’...
ସିସିଏଲ୍ ୨୦୨୫: ପଞ୍ଜାବ ଓ ବେଙ୍ଗଲ ଟିମ୍ ପାଇଁ ଲକି ସାବ୍ୟସ୍ତ ହେଲା ବାରବାଟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସେଲିବ୍ରିଟି କ୍ରିକେଟ ଲିଗ (ସିସିଏଲ୍) ୨୦୨୫। ୧୧ ବର୍ଷ ପରେ ପୁଣି ଫେରିଥିବା ସିସିଏଲକୁ ନେଇ ଚାରିଆଡେ ଦେଖିବାକୁ ମିଳିଥିଲା ଖେଳପ୍ରେମୀଙ୍କ ଉତ୍ସାହ।...
ଆସନ୍ତାକାଲି ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍: ମୁହାଁମୁହିଁ ହେବେ ଭାରତର ସିନେ ତାରକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ୨ଟି ମ୍ୟାଚରେ ମୁହାଁମୁହିଁ ହେବେ ଭାରତର ସିନେ ତାରକା। ଏଥିପାଇଁ ସିସିଏଲ୍ ଟିମ୍ ସବୁ ଭୁବନେଶ୍ଵରରେ ପହଞ୍ଚିଛନ୍ତି।...
ସେଲିବ୍ରିଟି କ୍ରିକେଟ୍ ଲିଗ୍: ବାରବାଟୀରେ ପ୍ରଦର୍ଶନୀ ମ୍ୟାଚ ଖେଳିବ ଓଡ଼ିଆ ସିନେ ତାରକାଙ୍କ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ମାଟିକୁ ଫେରିଛି ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ଫେବ୍ରୁଆରି ୧୬ ତାରିଖ ରବିବାର ଦିନ କଟକର ବାରବାଟୀ ଷ୍ଟାଡିୟମରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ...
ୟୁଟ୍ୟୁବ୍ ସୋ’ରେ ଅଶ୍ଳୀଳ ମନ୍ତବ୍ୟ ପାଇଁ ବଢୁଛି ରଣବୀର ଆହ୍ଲାବାଦିଆଙ୍କ ଅଡୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ ଏବେ ବଢ଼ିବାରେ ଲାଗିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ରଣବୀର ଆହ୍ଲାବାଦିଆ ନିଜ...
ଓଡ଼ିଶାକୁ ଫେରିବ ସେଲିବ୍ରେଟି କ୍ରିକେଟ ଲିଗ୍: ଫେବ୍ରୁଆରି ୧୬ରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ୧୧ ବର୍ଷ ପରେ ପୁଣି ଫେରିବାକୁ ଯାଉଛି ସେଲିବ୍ରେଟି କ୍ରିକେଟ ଲିଗ୍ (ସିସିଏଲ୍)। କ୍ରିକେଟ ପଡ଼ିଆରେ ଦମ୍ ଦେଖାଇବେ ଦେଶର ସିନେ ତାରକା। ଫେବ୍ରୁଆରି ୧୬ ତାରିଖରେ କଟକର ବାରବାଟୀ...



















