ବାଲେଶ୍ଵର ରାସ୍ତାରେ ସୁରକ୍ଷିତ ନୁହନ୍ତି ମହିଳା: ୪ ବର୍ଷରେ ୮୧ ଜଣ ଅସଦାଚରଣର ଶିକାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ବିଭିନ୍ନ ରାସ୍ତାରେ ସୁରକ୍ଷିତ ନୁହନ୍ତି ମହିଳା। ଗତ ୪ ବର୍ଷ ମଧ୍ୟରେ ୮୧ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ଜିଲ୍ଲାର ବିଭିନ୍ନ...
ପୁରୁଷ ବନ୍ଧ୍ୟାଦୋଷର କାରଣ କ’ଣ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=8LfnCq6JwgE
ବନ୍ଧ୍ୟାଦୋଷ ବା ଇନ୍ଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ବର୍ତ୍ତମାନର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ ଛୁଆ ପ୍ଲାନ୍ କରିବା ବନ୍ଧ୍ୟାଦୋଷର...
ଓଡ଼ିଶାରେ କାଳବୈଶାଖୀ ବର୍ଷା: ତାତିରୁ ମିଳିଲା ଆଶ୍ଵସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ବର୍ଷା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମିଛି ତାପମାତ୍ରା। ତେବେ ଆସନ୍ତା ୨ ଦିନ...
ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ପାଳିତ ହେଲା ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ଲଳିତ କବି ଲକ୍ଷ୍ମୀନାରାୟଣ ମହାରଣାଙ୍କ ଜନ୍ମ ଶତବାର୍ଷିକୀ ବାଲେଶ୍ଵର ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ଆୟୋଜକ ବିଭାଗ ତଥା ସ୍ନାତକୋତ୍ତର ଭାଷା ଓ...
ଝିଅଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି କରାଟେ କ୍ଵିନ୍ ଚିନ୍ମୟୀ ଭୂୟାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Q7yIDC_qdqM&t=1057s
ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ଚିନ୍ମୟୀ ଭୂୟାଁ। କାନାଡାରେ ଆୟୋଜିତ ୱାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ସାହସ ଅନେକ...
କେମିତି ଦୂର ହେବ ସନ୍ ଟ୍ୟାନ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=q40Tx1-QWws
ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଲେ, ସେଥିରୁ ଆସୁଥିବା ଅତିବାଇଗଣି ରଶ୍ମୀ କାରଣରୁ ଚର୍ମ କଳା ହୋଇଯାଏ, ଯାହାକୁ ସନ୍ ଟ୍ୟାନ୍ କୁହାଯାଏ। ଏହାକୁ ନେଇ ବେଳେବେଳେ ଚିନ୍ତା...
ଆଉ ନାହାନ୍ତି ପ୍ରଖ୍ୟାତ ଅଭିନେତା ମନୋଜ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଖ୍ୟାତ ଅଭିନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ...
ସଂଘର୍ଷରୁ ସଫଳତା: କେମିତି ଆଇଏଏସ୍ ହେଲେ ସବିତା ପ୍ରଧାନ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Zywzf_Fi6Vs
ପିଲାଦିନରୁ ଉତ୍କଟ ଦାରିଦ୍ର୍ୟ ସହ ସଂଘର୍ଷ, ଆଉ ବିବାହ ପରେ ଅକଥନୀୟ ନିର୍ଯାତନା। ସାମାଜିକ ବ୍ୟବସ୍ଥା ଭିତରେ ପେଶି ହୋଇଯାଇଥିବା ଜଣେ ମହିଳା କିପରି ନିଜ ହାତରେ ନିଜ ଭାଗ୍ୟ ଲେଖିପାରନ୍ତି,...
ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା। ଗୁରୁବାର ମଧ୍ୟରାତ୍ରୀରେ ବାପଘର ଅଭିମୁଖେ ବାହାରିବେ ମା’। ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମପୁର ସହର।...
ଖରାଦିନେ କିପରି ହେବା ଦରକାର ଆପଣଙ୍କ ଡାଏଟ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=zDXgxcvpXNY
ଗରମ ଦିନରେ ଖାଦ୍ୟପେୟକୁ ନେଇ ସାବଧାନ ରହିବା ଜରୁରୀ। ଖାସ୍ କରି ଖରାଦିନେ ଅତ୍ୟଧିକ ତାପମାତ୍ରା ଯୋଗୁଁ ହାଲିଆ ଲାଗିଥାଏ, ବାନ୍ତି ଲାଗିଥାଏ ଓ ସନ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ମଧ୍ୟ...





















