ଯୁବାବସ୍ଥାରୁ କାହିଁକି ହେଉଛି ଆଣ୍ଠୁଗଣ୍ଠି ସମସ୍ୟା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=YzylFq574Bk ବର୍ତ୍ତମାନ ସମୟରେ ଯୁବାବସ୍ଥାରେ ଆଣ୍ଠୁ ବ୍ୟଥା ହେବା, ଆଣ୍ଠୁ ଦରଜ ହେବା ଭଳି ସମସ୍ୟା ଦେଖାଦେଉଛି। ଏହାର କାରଣ ହେଉଛି ସଠିକ୍‌ ଡାଏଟ୍‌ର ଅଭାବ ଓ ବର୍ତ୍ତମାନର ଜୀବନଶୈଳୀ। ତେବେ ଯୁବାବସ୍ଥାରେ...

ଭାରତର ନିର୍ବାଚନରେ ହସ୍ତକ୍ଷେପ କରିଥିଲା ଆମେରିକା! ଟ୍ରମ୍ପଙ୍କ ବୟାନକୁ ନେଇ ତେଜୁଛି ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭାରତର ସାଧାରଣ ନିର୍ବାଚନରେ ହସ୍ତକ୍ଷେପ କରିଥିଲା ଆମେରିକା। ନିର୍ବାଚନରେ କିଛି ନିର୍ଦ୍ଦିଷ୍ଟ ଦଳ ପାଇଁ ଖର୍ଚ୍ଚ ହୋଇଥିଲା ଆମେରିକୀୟ ପାଣ୍ଠି।” ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ...

ଖୋର୍ଦ୍ଧା: ପିତାପଲ୍ଲୀ ଛକରେ ଟ୍ରକକୁ ପଛରୁ ପିଟିଲା କାର୍, ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସହର ନିକଟସ୍ଥ ପିତାପଲ୍ଲୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳେ ଏଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ କାରରେ...

ଫେବ୍ରୁଆରି ୨୫ ଯାଏଁ ଓଡ଼ିଶାରେ ବିଜୁଳ ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୁଇଦିନ ଧରି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଫେବ୍ରୁଆରି ୨୫ ତାରିଖ ଯାଏଁ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ...

ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା- ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତାକାଲି, ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ୯ ଦିନିଆ ସୁଭଦ୍ରା ଶକ୍ତି ମେଳା। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମଇଦାନଠାରେ...

ବାଲେଶ୍ୱର ପ୍ରେସ କ୍ଲବର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ପ୍ରେସ୍ କ୍ଲବର ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବ ସଭାପତି ବିପ୍ଳବ କୁମାର ମହାନ୍ତି ଅଧ୍ୟକ୍ଷତା କରିବା ସହ ୨୫ ବର୍ଷ...

‘ଷ୍ଟାର୍ଟଅପ୍ ଷ୍ଟୋରି’ – ଜାଣନ୍ତୁ ଯୁବ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=DVHbVe0KrJQ ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ କମ୍ପାନି ‘ନେଷ୍ଟଆଓ୍ଵେ’ର ସହ-ପ୍ରତିଷ୍ଠାତା ତଥା ଯୁବ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ...

ବିଦେଶରେ ଡାକ୍ତରୀ ପଢ଼ିବାକୁ ନିଟ୍-ୟୁଜି ପାସ୍ କରିବା ବାଧ୍ୟତାମୂଳକ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଛାତ୍ରଛାତ୍ରୀଙ୍କ ବିଦେଶରେ ଡାକ୍ତରୀ ପାଠପଢ଼ାକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ବିଦେଶରେ ଡାକ୍ତରୀ ପଢ଼ିବାକୁ ହେଲେ ପ୍ରଥମେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍- ୟୁଜି)  ପାସ...

କିଟ୍‌ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତିନିଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱ ବିଦ୍ୟାଳୟର ହଷ୍ଟେଲରେ ବି.ଟେକ୍‌ ତୃତୀୟ ବର୍ଷର ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଦିନକୁ ନେଇ ଦିନ ବିବାଦ ବଢ଼ି ଚାଲିଛି। ଏହି ଘଟଣାରେ ଗିରଫ ହୋଇ ଜେଲ...

ଶେଷ ସପ୍ତାହରେ ମହାକୁମ୍ଭ: ଏ ଯାଏଁ ବୁଡ଼ ପକାଇଲେଣି ୫୮ କୋଟିରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଭକ୍ତ ଓ ସାଧୁ ସନ୍ଥଙ୍କ ଭିଡ଼ ଜମୁଛି। ମହାକୁମ୍ଭରେ ବିଭିନ୍ନ ତିଥିରେ ଅମୃତ ସ୍ନାନ କରିବା ପାଇଁ ଜନ ସମୁଦ୍ର ପାଲଟିଛି...