ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ଚାଲିଛି ଭୋଟ୍ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ୍ ଗ୍ରହଣ ଜାରି ରହିଛି। ୭୦ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଠାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ସକାଳ...

ବଂଶଗତ କାରଣରୁ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ କି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=J_FJb8-mzkg ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି...

ଆଜି ମନେ ପଡ଼ନ୍ତି ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=8DmBG2ZPtak&t=246s ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ଆଜି ସେ ହୁଏତ ଆମ ଗହଣରେ ନାହାନ୍ତି। କର୍କଟ ସହ ଲଢ଼ି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। କିନ୍ତୁ ଜୀବନର ପ୍ରତିଟି ମୁହୂର୍ତ୍ତକୁ...

ସୁବ୍ରତ ବାଗଚୀଙ୍କ ପ୍ରଶ୍ନ – କ୍ୟାନ୍ସର ପୀଡ଼ିତଙ୍କ ପାଇଁ ଉତ୍ତରଦାୟୀ ରହିବେ କି ପାନ ମସଲା ବିଜ୍ଞାପନ କରୁଥିବା...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ଵ କର୍କଟ ଦିବସ। କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଆଜିର ଦିନକୁ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି...

କଟକ: ଏସସିବି ମେଡିକାଲରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସସିବି ମେଡିକାଲ କଲେଜରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାର ନିର୍ମାଣ କରିବେ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଏଠାରେ...

ବ୍ଲଡ କ୍ୟାନ୍ସରକୁ ଚିହ୍ନିବେ କିପରି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=HHTLkZ9jWhE ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ...

ଓଡ଼ିଶାକୁ ଫେରିବ ସେଲିବ୍ରେଟି କ୍ରିକେଟ ଲିଗ୍: ଫେବ୍ରୁଆରି ୧୬ରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ୧୧ ବର୍ଷ ପରେ ପୁଣି ଫେରିବାକୁ ଯାଉଛି ସେଲିବ୍ରେଟି କ୍ରିକେଟ ଲିଗ୍ (ସିସିଏଲ୍)। କ୍ରିକେଟ ପଡ଼ିଆରେ ଦମ୍ ଦେଖାଇବେ ଦେଶର ସିନେ ତାରକା। ଫେବ୍ରୁଆରି ୧୬ ତାରିଖରେ କଟକର ବାରବାଟୀ...

ଓଡ଼ିଶାରେ ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟାରୁ ଦିନ ୧ଟା ଯାଏଁ ପରୀକ୍ଷା ଚାଲିବ। ପରୀକ୍ଷାର...

କ୍ୟାନ୍ସର କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=CGnIwUMHRLE କ୍ୟାନ୍ସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନ୍ସରର କାରଣ ପାଲଟେ। ସଠିକ...

ବଢ଼ିଲା ଓଡ଼ିଶାର ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ଘରଭଡ଼ା ଦିଆଯିବା ସହ ଭତ୍ତା ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅଗ୍ନିଶମ କର୍ମଚାରୀଙ୍କ ଡାଏଟ...