ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକଜିଟ୍ ପୋଲରେ ବିଜେପି ପଲା ଭାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଫେବ୍ରୁଆରି ୮ ତାରିଖରେ ଫଳାଫଳ ଘୋଷଣା...

ଗର୍ଭାବସ୍ଥାରେ ବ୍ଲଡପ୍ରେସର ବଢ଼ିଗଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-e9heXB06ec ଗର୍ଭାବସ୍ଥାରେ ରକ୍ତଚାପ ବଢ଼ିବାକୁ ପ୍ରିଏକ୍ଲାମ୍ପସିଆ କୁହାଯାଏ। ପ୍ରିଏକ୍ଲାମ୍ପସିଆ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ତେବେ ଗର୍ଭାବସ୍ଥାରେ ବ୍ଲଡପ୍ରେସର କାହିଁକି ବଢ଼େ, ଗର୍ଭାବସ୍ଥାରେ ବ୍ଲଡପ୍ରେସର...

ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ଶ୍ରୀଧରସ୍ଵାମୀ ଜୀବନ ଓ ସୃଜନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟ ପରିସରରେ ଫକୀର ମୋହନ ସାହିତ୍ୟଘର ଓ ଶ୍ରୀଧରସ୍ଵାମୀ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ 'ଶ୍ରୀଧରସ୍ଵାମୀ ଜୀବନ ଓ ସୃଜନ' ଶୀର୍ଷକ...

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତ-ରୁଷ ଲେଖକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଛି ଭାରତ-ରୁଷ ଲେଖକ ସମ୍ମିଳନୀ। ରୁଷ ଦୂତାବାସ ଏବଂ ନୂଆଦିଲ୍ଲୀର ରୁଷିଆନ ହାଉସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ...

ଟୁଟୁ ନାୟକଙ୍କୁ ଏମିତି କ’ଣ କହିଲେ ଶ୍ରୀଧର ମାର୍ଥା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=UvvKuwDLd8g ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଶ୍ରୀଧର ମାର୍ଥା। ପ୍ରଯୋଜନା ପାଇଁ ଓଡ଼ିଆ ସିନେ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସେ ହାସଲ କରିଛନ୍ତି। ସିନେମା ନିର୍ମାଣ ପାଇଁ ସେ...

ଭାରତରେ ପହଞ୍ଚିଲେ ଆମେରିକାରେ ବେଆଇନ ଭାବେ ରହୁଥିବା ଶତାଧିକ ପ୍ରବାସୀ ଭାରତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରୁ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଆସିଥିବା ବିମାନ ଭାରତରେ ପହଞ୍ଚିଛି। ପଞ୍ଜାବ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବିମାନଟି ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏଥିରେ...

ଏଆଇ କମ୍ପାନି ‘ଡିପସିକ୍’ରେ ଅଭିଜ୍ଞଙ୍କ ଅପେକ୍ଷା ଯୁବବର୍ଗଙ୍କୁ ମିଳୁଛି ଅଧିକ ନିଯୁକ୍ତି: ଗୁମର ଖୋଲିଲେ ସିଇଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି ଚୀନର ‘ଡିପସିକ୍’। ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ଵରେ ଏହା ଲୋକପ୍ରିୟ ହୋଇପାରିଛି। ଏଆଇ...

ନୂଆଦିଲ୍ଲୀ: ବିଶ୍ଵ ପୁସ୍ତକ ମେଳାରେ ଓଡ଼ିଶାର ୨ଟି ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଓଡ଼ିଶାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ 'ନନାଙ୍କ ଖୁଞ୍ଚ ଲାଗିଥିବା...

ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ମିଳିଲା ନଗଦ ୨ କୋଟି...

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ଠିକଣା...

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧାର ଜଙ୍କିଆରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ...