୯ମଥର ପାଇଁ ପ୍ଲେ ଅଫ୍ରେ ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କୁ ସଲାମ୍ ଜଣାଇଲା ସୁରକ୍ଷା କୁକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଚେନ୍ନାଇ ୯ମ ଥର ପାଇଁ ଆଇପିଏଲର ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଏହାପରେ ଧୋନୀଙ୍କୁ ସଲାମ ଜଣାଇଛି ସୁରକ୍ଷାରେ ନିୟୋଜିତ ହୋଇଥିବା କୁକୁର।
୨୦୧୮ ଆଇପିଏଲ ମହାସମର...
ବିବାହିତ ମହିଳାଙ୍କ ସହ ଗଣଦୁଷ୍କର୍ମ: ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଘଟିଛି ଏକ ଲୋମହର୍ଷକାରୀ ଘଟଣା। ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ୪ଜଣ ଯୁବକ ଘରେ ପଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।। ଏହି ୪ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ...
ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ: ୬୫ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୫ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।
ଉତ୍ତର ଭାରତରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହେବା ସହ ୬୫ଜଣ...
ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ କ୍ୟାପସିକମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଦବହୁଳତା ଓ ଡାଇବେଟିସ୍ ଏହି ଦୁଇଟି ରୋଗ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ...
ପରଦାରେ ଏହି କଳାକାରମାନେ ବନିଥିଲେ ସମଲିଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ କଳାକାରମାନେ ଆଉ ଷ୍ଟେରିଓ ଟାଇପ୍ ରୋଲ୍ କରିବାକୁ ଚାହାନ୍ତି ନାହିଁ। ସେମାନେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଏହି କାରଣରୁ କେତେକ ବଲିଉଡ୍ କଳାକାର ଫିଲ୍ମରେ ସମଲିଙ୍ଗୀ...
ଚର୍ବି କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ କିସମିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ କିସମିସ୍କୁ ଡ୍ରାଏ ଫ୍ରୁଟସର ରାଜା କୁହାଯାଏ। ଅନ୍ୟ ଡ୍ରାଏ ଫ୍ରୁଟସ ତୁଳନାରେ କିସମିସ୍ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ କିସମିସର ଚାହିଦା ଅଧିକ ରହିଥାଏ ।
କିସମିସ୍ରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ...
ସ୍କ୍ରିନନେମ୍ ହିନ୍ଦୁ, ବାସ୍ତବରେ ଏହି ସେଲିବ୍ରିଟିମାନେ ମୁସଲମାନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ମୁସଲମାନ, କିନ୍ତୁ ପରଦାରେ ସେମାନଙ୍କର ସ୍କ୍ରିନନେମ ରହିଛି ହିନ୍ଦୁ। ଆସନ୍ତୁ ସେଭଳି କିଛି ବଲିଉଡ କଳାକାରଙ୍କ କଥା ଜାଣିବା।
ମଧୁବାଲା
ପଚାଶ...
ବାଲେଶ୍ୱରରେ ଲଜ୍ଜା! ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସୋରୋ ଅଞ୍ଚଳରେ ଜନୈକା ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରବର୍ଗ ଥାନାରେ ଏତଲା ଦେବା ପରେ ପୋଲିସ...
ମେ ୧୬ରୁ ମହାନଦୀ ସୁରକ୍ଷା ଯାତ୍ରା: ୧୫ଟି ଜିଲ୍ଲାରେ ପଥପ୍ରାନ୍ତ ସଭା କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ସୁରକ୍ଷା ଯାତ୍ରା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ାର ସୁଖାସୋଡ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହେବ ଯାତ୍ରା
ଦେଢ଼ ହଜାର କିମି ଯିବ ଯାତ୍ରା
ବିଭିନ୍ନ ଦେବାଦେବୀ ପୀଠରେ...
କିଏ ଜିତିବ କର୍ଣ୍ଣାଟକ, କ’ଣ କହୁଛି ଏକଜିଟ ପୋଲ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ ୧୫ରେ ବାହାରିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ରେଜଲ୍ଟ। ତେବେ କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ତାକୁ ନେଇ ଲାଗି ରହିଛି ଜୋରଦାର ଚର୍ଚ୍ଚା।
କର୍ଣ୍ଣାଟକରେ ଶେଷ ହୋଇଯାଇଛି ବିଧାନସଭା ଭୋଟ।...





















