ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏହି ପପୁଲାର ଡିରେକ୍ଟରଙ୍କ ସହ କାମ କରିନାହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ମୋଷ୍ଟ ବ୍ୟୁଟିଫୁଲ୍ ହିରୋଇନ୍ ଐଶ୍ବର୍ଯ୍ୟା ରାୟ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଏମିତି ବି କିଛି ନିର୍ଦ୍ଦେଶକ ଅଛନ୍ତି...

ଆସନ୍ତାକାଲି ଓଜେଇଇ: ପରୀକ୍ଷା ଦେବେ ୪୮ହଜାର ୩୧୭ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଜେଇଇ ପରୀକ୍ଷା ଆସନ୍ତାକାଲି ହେବ। ରାଜ୍ୟର ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ) ପରୀକ୍ଷା ଆସନ୍ତାକାଲଇ ଅନୁଷ୍ଠିତ ହେବ। ଏମ୍‌ବିଏ,...

ହତ୍ୟା ନା ଆତ୍ମହତ୍ୟା? ମହାନଦୀରୁ ମିଳିଲା ଗୋଟିଏ ପରିବାରର ଚାରି ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ମାସ ତଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସ୍ୱାମୀ। ଆଜି ପୂରା ପରିବାରର ମୃତଦେହ ମହାନଦୀରୁ ଉଦ୍ଧାର କରାଯାଇଛି। ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଜଗତସିଂହପୁର ଜିଲ୍ଲାରେ ଗୁରୁବାର...

ରିପୋର୍ଟ କାର୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୭-୧୮ ଆର୍ଥିକ ବର୍ଷରେ ୨୩୮୫୭ କୋଟି ୨୩ ଲକ୍ଷ ଟଙ୍କା...

ରେଭେନ୍ସାରୁ ହଟିଲା ଛାତ୍ର ଆନ୍ଦୋଳନ, ଆଜି ଉଠିପାରେ ସାଇନ-ଏ-ଡାଏ

ଓଡ଼ିଶାଲାଇଭ୍ ବ୍ୟୁରୋ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ହଟିଲା ଛାତ୍ର ଆନ୍ଦୋଳନ। ଛାତ୍ରଛାତ୍ରୀଙ୍କ ଦାବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଛାତ୍ରଛାତ୍ରୀ। ତିନି ଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଯାଇଥିଲା।...

ବମିଖାଲ ଓଭରବ୍ରିଜ ଟ୍ରାଜେଡି: ଆସିଲା ତଦନ୍ତ ରିପୋର୍ଟ, ଦୁର୍ଘଟଣା ପାଇଁ ଠିକା ସଂସ୍ଥା ଦାୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଏହି ଅଘଟଣ ପାଇଁ ସମ୍ପୃକ୍ତ ଠିକାଦାର ଦାୟୀ ବୋଲି ତିନିଜଣିଆ ତଦନ୍ତ ରିପୋର୍ଟରେ କୁହାଯାଇଛି। ବମିଖାଲ୍‍ ଓଭରବ୍ରିଜ୍‍ ଦୁର୍ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ...

‘ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି’: ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ମୋ ମା’ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଦେଶ ପାଇଁ ବହୁତ କିଛି ସହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋ ମା’ଙ୍କ ବିଷୟରେ କିଛି କମେଣ୍ଟ୍ କରୁଛନ୍ତି ସେଥିରୁ ତାଙ୍କ ଚିନ୍ତାଧାରାର ସ୍ତର...

କୁଲି କାମ କରି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କଲେ ଶ୍ରୀନାଥ: ଏମିତି କରୁଥିଲେ ପରୀକ୍ଷା ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁଲି କାମ କରି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି କେରଳର ଶ୍ରୀନାଥ। ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିହୁଏ। ଏକଥାକୁ ବାସ୍ତବରେ ପରିଣତ କରିଛନ୍ତି...

୨୪ଘଣ୍ଟା ଭିତରେ କାଳବୈଶାଖୀ ସମ୍ଭାବନା: ୫୦ରୁ୬୦ କିମି ବେଗରେ ବୋହିପାରେ ପବନ,୧୩ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସମ୍ଭାଳ ତାତି ସାଙ୍ଗକୁ କାଳବୈଶାଖୀର ଚେତାବନୀ ରାଜ୍ୟବାସୀଙ୍କୁ ଡରାଉଛି। ଆଗାମୀ ୨୪ଘଣ୍ଟା ଭିତରେ କାଳବୈଶାଖୀର ସମ୍ଭବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି...

ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ବି ସ୍ଥାନ ନାହିଁ: ‘ନ୍ୟାୟିକ ପଳାତକ’ ବିବେଚନା କଲା ବ୍ରିଟେନ୍ ହାଇକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ହଜାର କୋଟି ଟଙ୍କା ଋଣ ନେଇ ବ୍ରିଟେନ୍ ପଳେଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସେଠାରେ ବି ତ୍ରାହି ମିଳିନାହିଁ। ବ୍ରିଟେନର ଉଚ୍ଚ ନ୍ୟାୟାଳୟ ମାଲ୍ୟାଙ୍କୁ  ‘ନ୍ୟାୟିକ ପଳାତକ’ ବିବେଚନା...