ଐତିହାସିକ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ: ପାରମ୍ପରିକ ନୃତ୍ୟରେ ମୋଦିଙ୍କୁ ସ୍ଵାଗତ କଲା ଚୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଦିନିଆ ଚୀନ ଗସ୍ତରେ ଯାଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଦୁଇ ଦେଶର ବିକାଶ ଉପରେ ଆଲୋଚନା ଆରମ୍ଭ ହୋଇଛି।
ଚୀନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।...
ବିଶ୍ଵର ଦୁଇ ବଡ଼ ଶତ୍ରୁଙ୍କ ମହାମିଳନ: ୭୦ବର୍ଷ ପରେ ଦକ୍ଷିଣ କୋରିଆରେ ପହଞ୍ଚିଲେ ଉତ୍ତର କୋରିଆ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ଦୁଇ ବଡ଼ ଶତ୍ରୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୭୦ବର୍ଷ ପରେ ଦକ୍ଷିଣ କୋରିଆରେ...
ପିଠି ଯନ୍ତ୍ରଣା ହେଉଛି କି? ଆପଣାନ୍ତୁ ଏହିସବୁ ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସିବା, ଉଠିବା-ବସିବା ର ଭୁଲ୍ ଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବଢ଼ିବାରେ ଲାଗିଛି। ପ୍ରଥମେ...
ରାଜ କପୁରଙ୍କଠାରୁ ରାଜକୁମାର ହିରାନୀଙ୍କ ସହ କାମ କରିନାହାନ୍ତି ବିଗ୍ ବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ଼ର ବିଗ୍-ବି ଅମିତାଭ ବଚ୍ଚନ ‘ସାତ ହିନ୍ଦୁସ୍ଥାନୀ’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଦୀର୍ଘ ୪୭ ବର୍ଷର କ୍ୟାରିଅର ଭିତରେ ସେ ବଲିଉଡ଼ର ଅଧିକାଂଶ ନାମୀ ଦାମୀ ନିର୍ଦ୍ଦେଶକଙ୍କ ସହ କାମ...
ପିଲା ମନରେ ‘ଶିଖିବା’ ପ୍ରତି କିପରି ଆଗ୍ରହ ସୃଷ୍ଟି କରିହେବ
ଗୀତା ଦାସ
ବାପା ମାଆ ଆଗ୍ରହୀ ହୋଇ ପିଲା ସାଙ୍ଗରେ ମିଶି ତା’କୁ ନୂଆ ବିଷୟ ଶିଖାଇଲେ ସେ ଆଗ୍ରହୀ ହୋଇ ଶିଖେ। ଗାଳି ଦେଇ ପଢ଼ା ଟେବୁଲ୍ ପାଖରେ ବସେଇରଖି ବହି ଘୋଷି...
ପାର୍ସଲ ବୋମା: ସୌମ୍ୟଶେଖରଙ୍କ ବାପା କହିଲେ, “ପୁଞ୍ଜିଲାଲକୁ ମିଳୁ ଫାଶି”
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ସାମାନ୍ୟ ଅଧ୍ୟକ୍ଷ ପଦ ପାଇଁ ଯେଉଁ ପୁଞ୍ଜିଲାଲ ଏଭଳି ଘୃଣ୍ୟ କାଣ୍ଡ ଘଟାଇଛି ତାକୁ ଫାଶି...
କିଏ କହୁଛି ସତ: ଉଷସୀ ନା ଇନ୍ଦ୍ରମଣି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ଼ ନେଇଛି। ଚାରି ଦିନ ତଳେ ଉଷସୀ କଣିହାଁ ଥାନାରେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିବା ବେଳେ...
ଆଶାରାମଙ୍କଠାରୁ ସାରଥୀ: ଜାଣନ୍ତୁ ବାବାଙ୍କ କଳା କାରନାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧ୍ୟାତ୍ମିକତା ନାଁରେ ‘ଧର୍ମଗୁରୁ’ ବୋଲାଉଥିବା କିଛି ବାବାଙ୍କ କେଳେଙ୍କାରୀର ପର୍ଦ୍ଦାଫାସ ହୋଇଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବଦନାମ ହୋଇଛନ୍ତି ବାବା। କେବଳ ହରିୟାଣା ନୁହେଁ, ଓଡିଶାରେ ମଧ୍ୟ ବାବା...
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ୧୨ ହଜାର ୮୩୧ ଭରି ସୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାରରରେ କେତେ ସୁନା ଅଛି? ଏହା ଜାଣିବା ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ବିଧାନସଭାରେ ସରକାର ଆଜି ଉତ୍ତର ରଖିଛନ୍ତି। ବିଜେପି ବିଧାୟକ ଦିଲ୍ଲୀପ...
କୋହଲିଙ୍କ ସହ ସାମ୍ପେନ୍ ପିଇବେ ସଚିନ୍: କିନ୍ତୁ ଗୋଟିଏ ସର୍ତ୍ତରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଷ୍ଟରବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟ୍ରେ ସର୍ବାଧିକ ୪୯ ଶତକ ଅର୍ଜନ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତାକୁ ଟପିବାର ଏକମାତ୍ର ଦାବିଦାର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ...





















