ଭୁବନେଶ୍ୱରରେ ଜଳିଗଲା ବସ୍ତି: ପାଉଁଶ ହୋଇଗଲା ୧୨ରୁ ଅଧିକ ବଖରା ଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=NCbKa_I8SN0] ରାଜଧାନୀ ଭୁବନେଶ୍ୱରରେ ଘଟିଛି ଅଗ୍ନିକାଣ୍ଡ। ରସୁଲଗଡ଼ ଓଭରବ୍ରିଜ ନିକଟ ବସ୍ତିରେ ସୋମବାର ନିଆଁ ଲାଗିଯିବାରୁ ୧୨ରୁ ଅଧିକ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଭୁବନେଶ୍ୱରର ରସୁଲଗଡ଼ ଓଭରବ୍ରିଜ ନିକଟସ୍ଥ ବସ୍ତିରେ...

ରାଜ୍ୟସଭା ରେସ୍: ପ୍ରାର୍ଥୀ ତାଲିକାରେ ସୌମ୍ୟ ଆଗରେ?

ଭାସ୍କର ପରିଚ୍ଛା ବିଜେପୁର ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ଜୋର୍ ଧରିଛି। ଏପ୍ରିଲ ୩ ତାରିଖରେ ଖାଲି ପଡୁଥିବା ୩ଟି ଆସନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...

ଶୁଭାରମ୍ଭ ହେଲା ‘ଖୁସି’ ଯୋଜନା: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ସାନିଟାରି ନାପକିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାସିକ ଋତୁସ୍ରାବ ସମୟରେ ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍‌ ଯୋଗାଇ ଦେବେ ରାଜ୍ୟ ସରକାର। ସୋମବାର ଦିନ ଶୁଭାରମ୍ଭ ହୋଇଛି ‘ଖୁସି’ ଯୋଜନା। ଏହି ଯୋଜନା ଅନୁସାରେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ...

ଗବରଙ୍କ ‘ହେଡ୍ ମସାଜ୍’ କଲେ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରାଟ କୋହଲି ଡ୍ରେସିଂ ରୁମରେ ଟିମ୍‌ ଇଣ୍ଡିଆର ଗବର ଶିଖର ଧାୱନଙ୍କର ମୁଣ୍ଡ ମସାଜ କରୁଥିବା ଭିଡିଓ ଭାଇରାଲ୍ ଟି-୨୦ ସିରିଜ୍‌ ବିଜୟ ସହ ଭାରତ ସଫଳ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି।...

ଦେଶକୁ ଗର୍ବିତ କଲେ ଅରୁଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇଦ୍ରାବାଦର ଅରୁଣା ବି ରେଡ୍ଡୀ ଜିମ୍ନାଷ୍ଟିକ୍ ବିଶ୍ୱକପରେ ଦେଶ ପାଇଁ ପ୍ରଥମ ପଦକ ଜିଣି ଦେଶକୁ ଗୌରାବାନିତ୍ଵ କରିଛନ୍ତି। ୨୨ ବର୍ଷୀୟ ଅରୁଣା ବି ରେଡ୍ଡୀ ବିଶ୍ୱକପ୍‌ରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି।...

ସୁନ୍ଦର ଦେଖାଯିବା ପାଇଁ ଶ୍ରୀଦେବୀ କରିଥିଲେ ୨୯ଟି ଅସ୍ତ୍ରୋପଚାର: କ’ଣ ଏହାଥିଲା ତାଙ୍କ ମୃତ୍ୟୁର କାରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କ ମନ ଜିଣିଥିବା ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ଆଉ ନାହାନ୍ତି। ଅଚାନକ ହୃଦଘାତରେ ମୃତ୍ୟୁବରଣ କରିଥିବା ଶ୍ରୀଦେବୀଙ୍କ ମୃତ୍ୟୁର କାରଣକୁ ନେଇ ନାନା ପ୍ରଶ୍ନବାଚୀ...

ଟେଷ୍ଟ ଚାମ୍ପିଅନସିପ୍ ଗଦା ହାସଲ କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଂ୧ ସ୍ଥାନରେ ଥିବା ଭାରତୀୟ କ୍ରିକେଟ ଦଳକୁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିଅନସିପର ଗଦା ଉପହାର ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି...

କାହିଁକି ୨୪ ତାରିଖ ସଚିନଙ୍କ ପାଇଁ ଶୁଭ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍ ଜନ୍ମଗ୍ରହଣ କରିଥିଲେ ତା’ନୁହେଁ ତାଙ୍କ କ୍ରିକେଟ୍‌ ଜୀବନର ବି ଅନେକ...

ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି କୋଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ। ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ।...

ବଡ଼ ପରଦାରେ ବାସ୍ତବ କାହାଣୀକୁ ନେଇ ସିନେମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅତୀତରେ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଅନେକ ସିନେମା। ସେଥମଧ୍ୟରୁ କେତେକ ବକ୍ସ ଅଫିସରେ ସଫଳତା ହାସଲ କରିଥିବାବେଳେ ଆଉ କେତେକ ପ୍ଲପ୍ ସାବ୍ୟସ୍ତ ହୋଇଛି। ବେଳେବେଳେ ବଲିଉଡ଼ରେ ସତ୍ୟ...