ପିଏନବି ଘୋଟାଲା: ଜାଣନ୍ତୁ କେମିତି ଘଟିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏହି ଠକେଇରେ ପିଏନବି ସମେତ ଅନ୍ୟ ତିନିଟି ବ୍ୟାଙ୍କର କର୍ମଚାରୀ ସାମିଲ ଅଛନ୍ତି ଓ ସେମାନଙ୍କ ଜାଣତରେ ଏହା ହୋଇଛି। ସନ୍ଦେହରେ ପିଏନବିର ୧୦ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସିବିଆଇ ଏହି...
ନବୀନ-ମୋଦିଙ୍କ ଆଲୋଚନାର ମୁଖ୍ୟ ବିଷୟ ‘ବିଜୁବାବୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୨୦ ମିନିଟର ଆଲୋଚନା କେବଳ ବିଜୁବାବୁଙ୍କ ଜୀବନୀ ଉପରେ ହୋଇଥିବା ନବୀନ...
ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ମହାଦୀପ ଦର୍ଶନକୁ ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁଠି ଓମ୍ ନମଃ ଶିବାୟର ଉଚ୍ଚାରଣ। ମହାଶିବରାତ୍ରି ପାଇଁ ଶିବମୟ ହୋଇ ଯାଇଛି ସାରା ପରିବେଶ। ଉପବାସ କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବ ପୀଠରେ ଜାଗର ଜାଳି ମହାଦେବଙ୍କ ଦର୍ଶନ କରିଛନ୍ତି।
ମହାଶିବରାତ୍ରି...
ଦିଲ୍ଲୀ ଗସ୍ତରେ ନବୀନ: କହିଲେ, “ବିଜେପୁରରେ ବଡ଼ ବ୍ୟବଧାନରେ ଜିତିବୁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ଡିସେମ୍ବରରେ ହେବାକୁ ଥିବା ହକି ୱାର୍ଲ୍ଡ କପ୍ ସମୀକ୍ଷା ବୈଠକରେ ଯୋଗଦେବେ।
ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ...
ଜାଣନ୍ତୁ ଡାକଘରେ ନିବେଶକରି କେମିତି ପାଇବେ ଆୟକର ରିହାତି
ଓଡ଼ିଶାଲାଇଭ୍ ଟ୍ୟାକ୍ସଗୁରୁ
ବ୍ୟାଙ୍କଗୁଡ଼ିକ ଭଳି ଭାରତୀୟ ଡାକ ବିଭାଗ ମଧ୍ୟ ଯୋଗାଇ ଦେଉଛି ବିଭିନ୍ନ ଯୋଜନା, ଯେଉଁଠି ନିବେଶକରି ଆପଣ ପାଇପାରିବେ ଆୟକର ରିହାତି।
୨୦୧୭-୧୮ ଆର୍ଥିକ ବର୍ଷ ସରିବାକୁ ବସିଛି। ସବୁ ଆୟକରଦାତାଙ୍କ ଚିନ୍ତା...
ଏୟାର ଓଡ଼ିଶାକୁ ମିଳିଲା ଅନୁମତି, ଗୁଜୁରାଟରୁ ଆରମ୍ଭ ହେବ ଉଡାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଏୟାର ଓଡ଼ିଶା ଆରମ୍ଭ କରିବ ବିମାନ ସେବା। ଯାତ୍ରୀ ଉଡାଣ ପାଇଁ ଏୟାର ଓଡ଼ିଶାକୁ ମିଳିଲା ଲାଇସେନ୍ସ।
ଫେବ୍ରୁଆରି ମାସ ୧୭ ତାରିଖରୁ ମୁନ୍ଧ୍ରାରୁ ଅହମ୍ମଦାବାଦ ମଧ୍ୟରେ ଏୟାର ଓଡ଼ିଶାର...
ଓଡ଼ିଆ ପୁଅକୁ ଇଂଲଣ୍ଡ ବୋହୂ: ତାମିଲନାଡୁରେ ପ୍ରେମ ଗଞ୍ଜାମରେ ବିବାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ସାଜି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ।...
କୋଏଲଙ୍କ ଲେଉଟାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀ ପ୍ରାୟ ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି। ଅଭିନେତା ବବି ମିଶ୍ରଙ୍କୁ ବିବାହ କରିବା ପରେ ‘ଦିପୁ ଦ ଡ୍ୟାନସର ବଏ’ ଫିଲ୍ମ ଜରିଆରେ ପରଦା...
ତାରକାଙ୍କ ପ୍ରଚାରରେ ଉଠୁଛି ପଡ଼ୁଛି ବିଜେପୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ବିଜେଡି ଓ ବିଜେପି ତାରକାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀର ଗାଁ ଦାଣ୍ଡ। ବିଜେଡି ଓ ବିଜେପି ତାରକାଙ୍କୁ ଭରସା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ...
ନୀତି ଆୟୋଗର ତଥ୍ୟ ଉପରେ ପ୍ରଶ୍ନ ଉଠାଇଲା ସ୍ୱାସ୍ଥ୍ୟ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୀତି ଆୟୋଗ ନିକଟରେ 'ହେଲ୍ଥି ଷ୍ଟାଟସ, ପ୍ରୋଗ୍ରେସିଭ ଇଣ୍ଡିଆ' ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟ ସୂଚକାଙ୍କ ହ୍ରାସ ପାଇଛି।
ନୀତି ଆୟୋଗର...





















