ବିରାଟ ବାହିନୀର କମାଲ୍: ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡରବନ୍ କିଙ୍ଗସମେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିରାଟ ବାହିନୀ ଦିନିକିଆ ସିରିଜରେ ୧-୦ରେ ଆଗକୁ...
ରାଜସ୍ଥାନ-ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍କା: ଉପ-ନିର୍ବାଚନରେ ଫୁଟିଲାନି ପଦ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ ଅଦମୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଥିଲା ନୈରାଶ୍ୟଜନକ ଖବର। ଏହି ଦୁଇଟି...
ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଦରମା ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ବଜେଟରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ବଢ଼ିବା ନେଇ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦରମା ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପ-ରାଷ୍ଟ୍ରପତିଙ୍କ ଦରମା ୧.୨୫...
ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହିସବୁ ଖାଦ୍ୟ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ ସାମିଲ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ତ୍ଵଚାରେ ଚିକ୍କଣ ଆଣିବା ପାଇଁ କିଏ ବା ନ ଚାହେଁ। ଏଥିପାଇଁ ଖାଦ୍ୟରେ...
ବଜେଟରେ ଆୟକର ଛାଡ ସୀମା ଅପରିବର୍ତ୍ତିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ ଉପସ୍ଥାପନ କରାଯାଇଛି ଆର୍ଥିକ ବଜେଟ୍। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଶେଷ ବଜେଟ୍।
ବ୍ୟକ୍ତିଗତ କ୍ଷେତ୍ରରେ ଆୟକର ସ୍ଲାବ୍ ଅପରିବର୍ତ୍ତିତ ରହିଛି । ପୂର୍ବଭଳି...
ରାହୁଲଙ୍କ ଜ୍ୟାକେଟ୍ ଦାମ୍ ୬୪ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜାନୁଆରି ୩୦ ତାରିଖରେ ଅନୁଷ୍ଠିତ ସେଲିବ୍ରେସନ୍ ଅଫ୍ ପିସ୍ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ...
ଚନ୍ଦ୍ରଗ୍ରହଣ ଦିନ ଜନ୍ମ ହୋଇଥିଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଗ୍ରହଣରେ ଜନ୍ମ ହୋଇଥିବା ପିଲାଙ୍କୁ କେହି କେହି ଅଶୁଭ ବୋଲି କହିଥାନ୍ତି। ହେଲେ ୧୯୮୪ ମସିହା ଚନ୍ଦ୍ରଗ୍ରହଣରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ଜନ୍ମଗ୍ରହଣ କରି ଲୋକଙ୍କ ମନରେ ଥିବା ଭ୍ରାନ୍ତ...
ମହାକାଶରେ ମହାଜାଗତିକ ଦୃଶ୍ୟ: ୧୫୦ ବର୍ଷ ପରେ ବିରଳ ଚନ୍ଦ୍ରଗ୍ରହଣ ଦେଖିଲେ ବିଶ୍ୱବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ। ଗୋଟିଏ ଦିନରେ ବ୍ଲଡମୁନ୍, ସୁପର ମୁନ୍ ଏବଂ ବ୍ଲୁ ମୁନ୍ ଦେଖିବାକୁ ମିଳିଥିବାରୁ ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି 'ସୁପର୍ ବ୍ଲୁ ବ୍ଲଡ ମୁନ୍'।...
ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼, ମହିଳା ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବରେ। ଅଣ୍ଡାମାଡ଼ କରିଥିବା ମହିଳାଙ୍କୁ ପୋଲିସ ଅଟକ ରଖିଛି। ଏହି ମହିଳା ଜଣକ ବିଜେପି କର୍ମୀଙ୍କ...





















