ଓଲିଉଡରେ ପୁଣି ଠକେଇ ଛାପ: ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଅନାମ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଠକେଇ ଅପବାଦରୁ ମୁକୁଳି ପାରୁନି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ। ବିଗତ ଦିନରେ ଠକେଇ ଅଭିଯୋଗରେ ଅନେକ ଫିଲ୍ମ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଗିରଫ ହେବା ପରେ ଶୁକ୍ରବାର ଫିଲ୍ମ ପ୍ରଯୋଜକ ଅନାମ...
ବର୍ଷା ମୁକାବିଲା: ହେଡକ୍ୱାର୍ଟର ଛାଡ଼ି ପାରିବେ ନାହିଁ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା ମୁକାବିଲାରେ ଲାଗି ପଡ଼ିଛି ପ୍ରଶାସନ। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏପରିକି ଅଫିସରମାନେ ହେଡକ୍ୱାର୍ଟର ଛାଡ଼ି ଯାଇ ପାରିବେ ନାହିଁ...
୨୦୧୮ ମାର୍ଚ୍ଚ ୩୧କୁ ଘୁଞ୍ଚିଲା ଆଧାର-ପ୍ୟାନ୍ ଲିଙ୍କ୍ ଡେଡଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୁଞ୍ଚିଲା ଆଧାର ଲିଙ୍କର ଡେଡଲାଇନ୍। କରଦାତା ଏବଂ ଗ୍ରାହକଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍ ନମ୍ବର ଲିଙ୍କ୍ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି।...
ବିଧାନସଭାରେ ଚାଷୀ ଆତ୍ମହତ୍ୟା ତାତି: ସରକାରଙ୍କୁ ଘେରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ବିରୋଧୀ ଅଚଳ କରୁଛନ୍ତି ବିଧାନସଭା। ଗୁରୁବାର ମହାନଦୀ ପ୍ରସଙ୍ଗରେ ଗୃହ ଅଚଳ ହୋଇଥିବା ବେଳେ ଶୁକ୍ରବାର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି...
ବର୍ଷାରେ ଭିଜୁଛି ୧୦ଟି ଜିଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ଟି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା। କୋହଲା ପବନ କରୁଛି ଜନଜୀବନକୁ ଅସ୍ତବ୍ୟସ୍ତ। ୯ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କରିଛି ପୂର୍ବାନୁମାନ।
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆରମ୍ଭ...
ବରଗଡ଼ ଧନୁଯାତ୍ରା: ରାଜଦାଣ୍ଡରେ କଂସ
ଅଶୋକ ବହିଦାର
ରାଜଦରବାର ଛାଡ଼ି ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ବରଗଡ଼ ଧନୁଯାତ୍ରାର କଂସ। ହାତୀ ଉପରେ ବସି ନଗର ପରିକ୍ରମା କରନ୍ତି। ଲୋକଙ୍କୁ ସୁଖଦୁଃଖ ବୁଝନ୍ତି। ଆଉ ଯେଉଁଠି ଅନ୍ୟାୟ ଦେଖନ୍ତି ସେଠି ଦଣ୍ଡବିଧାନ...
ଯୁବ ଉଦ୍ୟୋଗୀମାନଙ୍କୁ ଟାଇ ସବୁବେଳେ ଉତ୍ସାହିତ କରେ: ଦେବାଶିଷ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଟେଲ୍ କ୍ରାଉନ୍ ଏବଂ ଡାଲ୍ମାର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ ଦ ଇଣ୍ଡସ୍ ଅନ୍ତ୍ରପ୍ରିନିୟର୍ସ(ଟାଇ), ଭୁବନେଶ୍ୱର ଶାଖାର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଆଗଧାଡ଼ିର ସଫଳ ଉଦ୍ୟାଗୀ ଭାବେ ଶ୍ରୀ...
ମହାନଦୀ ପାଇଁ ଏକାଠି: ମୁଖ୍ୟମନ୍ତ୍ରୀ କହିଲେ, “ଗଠନ ହେବ ଗୃହ କମିଟି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଦିନ ତମାମ୍ ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଥିଲା। ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଡାକିଥିଲେ ସର୍ବଦଳୀୟ ବୈଠକ। ମହାନଦୀ ଲଢ଼େଇ ପାଇଁ ଗୃହ କମିଟି...
ବିପଦରେ ନୀଳରକ୍ତ କଙ୍କଡ଼ା, ଜାଲ ମାଡ଼ରେ ପ୍ରାଣ ହରାଉଛନ୍ତି ଏହି ବିରଳ ଜୀବ
ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି
ଚାନ୍ଦିପୁର ବେଳାଭୂମିର ଶୋଭା ବର୍ଦ୍ଧନ କରିଥାଏ ନୀଳରକ୍ତ କଙ୍କଡ଼ା
ପର୍ଯ୍ୟଟକଙ୍କ ମନ ମୋହିଥାଏ ଏହି ବିରଳ ପ୍ରଜାତିର ଜୀବ
ଏବେ ବିପଦରେ ପଡ଼ିଛନ୍ତି ଏହି ଦୁର୍ଲଭ କଙ୍କଡ଼ା
ସଚେତନତା...
ଗୁଜୁରାଟ ନିର୍ବାଚନ: କ’ଣ କହୁଛି ‘ମହାସର୍ଭେ’ ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ମହାସମରରେ କିଏ ଜିତିବ କିଏ ହାରିବ ସେ କଥା ତ ଡିସେମ୍ବର ୧୮ ତାରିଖରେ ହିଁ ଜଣା ପଡ଼ିବ, କିନ୍ତୁ ତା’ ପୂର୍ବରୁ ଆସନ୍ତୁ ଦେଖିବା ଓପିନିୟନ ପୋଲ କଣ...





















