ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଅପରାଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ଅପରାଧ ରଖିବା ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଣେ ନାବାଳିକା ପତ୍ନୀ ଏନେଇ...

ଏଫ୍‌ଟିଆଇଆଇର ନୂଆ ଅଧ୍ୟକ୍ଷ ହେଲେ ଅନୁପମ୍‌ ଖେର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ଜଣାଶୁଣା ଅଭିନେତା ଅନୁପମ୍ ଖେର୍‌ ହୋଇଛନ୍ତି ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥା (ଏଫ୍‌ଟିଆଇଆଇ)ର  ନୂତନ ଅଧ୍ୟକ୍ଷ। ପୂର୍ବରୁ ଏହି ପଦବୀରେ ଗଜେନ୍ଦ୍ର ଚୌହାନ୍‌ ରହିଥିଲେ। ଏବେ ତାଙ୍କୁ ହଟାଇ...

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: କୋରାପୁଟ ଗଲେ କ୍ରାଇମ୍‌ ବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ତତ୍ପରତା ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଏବଂ ଅମାନବୀୟ ଘଟଣାକୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍...

ସଚିନଙ୍କ ଟ୍ୱିଟର ପେଜ୍‌ରେ ପ୍ରଶଂସା ସାଉଣ୍ଟିଲେ ମାଲକାନଗିରି ଝିଅ ସିରିସା

ଓଡ଼ିଶାଲାଇଭ୍‌ ବ୍ୟୁରୋ କିମ୍ବଦନ୍ତୀ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କର ଗୋଟିଏ ଅଟୋଗ୍ରାଫ୍ ପାଇବାକୁ ବିରଳ ସୌଭାଗ୍ୟ ମନେ କରନ୍ତି ତାଙ୍କର ଅଗଣିତ ପ୍ରଶଂସକ। ଅଥଚ ସେଇ କିମ୍ବଦନ୍ତୀଙ୍କ ଟ୍ୱିଟର ପେଜରେ ପ୍ରଶଂସାର...

ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ କ୍ରେଜ୍‌: ୧ ମିଲିଅନ୍‌ କ୍ଲବରେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ବିଟର ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ମିଲିଅନ୍‌ କ୍ଲବରେ ସାମିଲ୍‌ ହୋଇଛନ୍ତି। ୧ ମିଲିଅନ୍‌ ଅନୁଗାମୀଙ୍କୁ ନେଇ ନବୀନ ସୋସିଆଲ ମିଡିଆରେ ୧ ନମ୍ବର ନେତା ଭାବେ ପରିଚୟ ହାସଲ...

ପୋଲାଭରମ୍‌ କାମ ବନ୍ଦ କରିବାକୁ ଚନ୍ଦ୍ରବାବୁଙ୍କୁ ଚିଠି ଲେଖିଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲାଭରମ୍‌ ପ୍ରକଳ୍ପ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି।  ମାଲକାନଗିରି ଜିଲ୍ଲା ଉପରେ କି ପ୍ରଭାବ ପଡ଼ିବ ତାର ଆକଳନ କରା ନଯାଇ...

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବୈଷ୍ଣବ: କହିଲେ,”ଓଡ଼ିଆ ନାହିଁ ତ ଭୋଟ ନାହିଁ”

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ନକହିବା ପ୍ରସଙ୍ଗ ଏବେ ପୁଣି ଚର୍ଚ୍ଚାରେ। ଓଡ଼ିଆ ନକହିବାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସୁଥିଲେ। ହେଲେ ଆଜି ନିଜ ଦଳ ଭିତରୁ...

ମିଶନ୍ ସକ୍ସେସ୍‌: କାଠମାଣ୍ଡୁରେ ଓଡ଼ିଶାର ଦୁଃସାହସିକ ସାଇକେଲ ଯାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତି ଓ ବନ୍ଧୁତ୍ବର ବାର୍ତ୍ତା ନେଇ ସେପ୍ଟେମ୍ବର ୨୮ରୁ କଟକରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଥିବା ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣ ସଦସ୍ୟ ଆଜି କାଠମାଣ୍ଡୁରେ ପହଞ୍ଚି ଦୁଃସାହସିକତାର...

ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଶିଶିର ସାହୁଙ୍କ ଓଡ଼ିଆ ସିନେମା ‘ଫର୍ଚ୍ଚା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ସିନେନିର୍ମାତା ଶିଶିର କୁମାର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଫର୍ଚ୍ଚା’ ୧୯ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା କଥା, ଓଡ଼ିଶା ପାଇଁ ଗର୍ବର ବିଷୟ। ଆସନ୍ତା ଅକ୍ଟୋବର ୧୨ ତାରିଖରେ...

କୋରାପୁଟରେ ଲଜ୍ଜା: ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ରୋକ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଘଟିଛି ବର୍ବରଚିତ କାଣ୍ଡ। ଜଙ୍ଗଲ ଭିତରେ ଜଣେ ନାବାଳିକା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର। ଏହି ଘଟଣାରେ ସିଆର୍‌ପିଏଫ୍‌ ଯବାନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।...