ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...

ପାଇଖାନା ଟାଙ୍କିରୁ ବ୍ରିଟିଶ ଅମଳର ଗୁଳି ଜବତ: ଗୁଳିକୁ ନେଇ ବଢ଼ୁଛି ସସ୍‌ପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ଜଣେ ବାବୁଙ୍କ ଓ୍ବାଶିଂ ମେସିନ୍‌ରୁ ଟଙ୍କା, ସୁନା, ହୀରା ଜବତ ହେବା ଚର୍ଚ୍ଚା ନଥମୁଣୁ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପାଇଖାନା ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ପୋଲିସ...

ପୂଜାମଣ୍ଡପରେ ଧୁମ୍‌ଧାମରେ ଚାଲିଛି ମହାମାୟୀଙ୍କ ନବମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାନବମୀ ପୂଜା। ଏଥିପାଇଁ ଟ୍ବିନ୍‌ସିଟିର ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ଲମ୍ବାଧାଡ଼ିରେ...

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା...

ବରମୁଣ୍ଡା ପୂଜାମଣ୍ଡପରେ ଅଘଟଣ: ଅଧାରେ ଅଟକିଗଲା ରାମଦୋଳି, ଅଳ୍ପକେ ବର୍ତ୍ତିଲେ ପିଲା

ଓଡିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପଠାରେ ଗୁରୁବାର ରାତିରେ ଘଟିଛି ଅଘଟଣ। ରାମଦୋଳି ବୁଲୁଥିବା ବେଳେ ଅଧାରେ ଅକାମୀ ହୋଇଯାଇଛି। ଫଳରେ ଏହି ଦୋଳିରେ ବସିଥିବା ବହୁ ଛୋଟ ପିଲା ଏବଂ ଲୋକଙ୍କ...

ଅକ୍ଟୋବର ୨ ଯାଏଁ ପ୍ରବଳ ବର୍ଷା: ଧୋଇଯିବ କି ‘ଦଶହରା’ ମଜା?

ଓଡିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓଡ଼ିଶାର ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁରୁବାର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକରେ ବି ବର୍ଷା ହୋଇଛି।...

ପୂଜାରେ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ୍: ଓଡ଼ିଶାକୁ ଜଗିଛନ୍ତି ୨୪୪ ପ୍ଲାଟୁନ୍ ଫୋର୍ସ

ଓଡିଶାଲାଇଭ୍ ବ୍ୟୁରୋ ଜମି ଆସିଲାଣି ପୂଜା ମାହୋଲ। ମହାସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ। ଗାଁରୁ ସହର ହୋଇଯାଇଛି ଉତ୍ସବମୁଖର। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ଶାନ୍ତି...

ଏରୋପ୍ଲେନ୍‌ ଯାତ୍ରାକୁ ଡରୁଥିଲେ ଲତା ମଙ୍ଗେସକର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ୨୮ ହେଉଛି ସୁର କୋକିଳା କୁହାଯାଉଥିବା ବିଶିଷ୍ଟ ଗାୟିକା ଲତା ମଙ୍ଗେସକରଙ୍କ ଜନ୍ମଦିନ।  ଭାରତର ସବୁଠାରୁ ବଡ଼ ଗାୟିକା ହିସାବରେ ତାଙ୍କର ପରିଚୟ ରହିଛି। ଲତା ମଙ୍ଗେସକର ୩୫ରୁ ଅଧିକ...

ବିଜେଡି ଆଣିଲା ସଙ୍ଗୀନ ଅଭିଯୋଗ: ଛତ୍ରପୁର କାଉନସିଲର ହତ୍ୟାକାରୀଙ୍କ ସହ ହାତ ମିଳାଇଛି ବିଜେପି

ଓଡିଶାଲାଇଭ୍ ବ୍ୟୁରୋ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ବିଜେପି ବଡ ନେତାଙ୍କ ସଂପୃକ୍ତି ରହିଥିବା ବିଜେଡି କହିଥିବା...

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି:”ବିଜେପୁରରେ ଜିତିବ ବିଜେପି”, ବିଜେଡି କହିଲା “କଥାର କିଛି ମୂଲ୍ୟ ନାହିଁ”

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଉପ-ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କହିଛନ୍ତି, ବିଜେପି ବିଜେପୁର ଦଖଲ କରିବ। ବିଜେପିର ବିଜୟକୁ କେହି ରୋକିପାରିବେ ନାହିଁ। ଏଭଳି ବାଣ ଛାଡ଼ି ଧର୍ମେନ୍ଦ୍ର...