ପ୍ଲାଜମା ଦେଲା ନୂଆ ଜୀବନ – କଟକ ପରେ ଗଞ୍ଜାମରୁ ସୁସ୍ଥ ହେଲେ ଆଉ ୩ ଗୁରୁତର...

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନାକୁ ହରାଇବା ପାଇଁ ଏବେ ଅସ୍ତ୍ର ପାଲଟିଛି ପ୍ଲାଜମା ଥେରାପି। ଗୁରୁତର କରୋନା ରୋଗୀଙ୍କ ପାଇଁ ପ୍ଲାଜମା ବରଦାନ ପାଲଟିଛି। କଟକ ରାଉସାପାଟଣା ଅଞ୍ଚଳର ଜଣେ ୪୮ ବର୍ଷୀୟ ମହିଳାଙ୍କୁ ପ୍ଲାଜମା...

କନ୍ଧମାଳ ଜିଲ୍ଲା ଅଗଷ୍ଟ ୭ ଯାଏଁ ଲକ୍‌ଡାଉନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳ ଜିଲ୍ଲାକୁ ଅଗଷ୍ଟ ୭ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଆଜି ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜିଠୁ ଏହି...

ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ କରୋନା କଟକଣା – ପ୍ରଥମେ ଟେଷ୍ଟ, ତା’ପରେ ପ୍ରବେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଉଛି। ନୂଆକରି ଆସୁଥିବା ବ୍ୟକ୍ତିଙ୍କ ପ୍ରଥମେ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନୂଆ କରି...
corona vaccine-1

ଅକ୍ସଫୋର୍ଡର କରୋନା ଟିକା – ଭାରତରେ ମାନବ ପରୀକ୍ଷଣ ଶେଷ ପର୍ଯ୍ୟାୟରେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ମାନବ ପରୀକ୍ଷଣ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଏନେଇ ଭାରତରେ ପାଞ୍ଚୋଟି ସ୍ଥାନ ଚୟନ କରାଯାଇସାରିଛି। ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ...

ବଢ଼ୁଛି ସଂକ୍ରମଣ – ଗଜପତିରେ ସପ୍ତାହକୁ ୪ ଦିନ ସଟଡାଉନ, ୩ ଦିନ ଲକଡାଉନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହି ନିୟମ ଅନୁସାରେ...

ରାଜ୍ୟରେ ପୁଣି ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୫୪ରେ ପହଁଚିଲା ମୃତ୍ୟୁସଂଖ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ଆଜି ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ରାଜ୍ୟରେ ଆଉ ୧୨୧୫ ପଜିଟିଭ୍‌ – ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୭୫୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୬୨ ଲୋକାଲ କେସ୍‌ ରହିଛି। ଫଳରେ ରାଜ୍ୟରେ...
corona worlwide

ବିଶ୍ୱରେ ୧.୬ କୋଟିରୁ ଅଧିକ ଆକ୍ରାନ୍ତ, ଆମେରିକାରେ ଶେଷ ପର୍ଯ୍ୟାୟରେ କରୋନା ଟିକା ପରୀକ୍ଷଣ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ବିଶ୍ୱସାରା ଏବେ କାୟା ମେଲାଉଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧.୬ କୋଟି ପାର୍ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୬.୫୨ ଲକ୍ଷରୁ ଅଧିକ ହେଲାଣି। ତେବେ...

ଦେଶରେ ୩୩ ହଜାର ପାର୍‌ କଲା କରୋନା ମୃତ୍ୟୁସଂଖ୍ୟା – ଦିନକରେ ୪୭ ହଜାର ନୂଆ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ...

କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ପଜିଟିଭ, ଲିଙ୍କ୍‌ ଖୋଜୁଛି ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାର ଜଣେ ଅଟୋ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ଅଟୋ ଚଳାକ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ କାହା ସଂସ୍ପର୍ଶରେ ଆସିଥିଲେ...