ଓଡ଼ିଶା ପାଇଁ ନବୀନ ମାଗିଲେ କରୋନା ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ସେରମ ଇନଷ୍ଟଚ୍ୟୁଟ୍ ସିଇଓ ଆଦର ପୁନୱାଲାଙ୍କ ସହ କଥା ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କରୋନା ଟିକା ମାଗିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର...
ଭୁବନେଶ୍ୱରରୁ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ମହାମାରୀ। ଆଜି ସର୍ବାଧିକ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସଙ୍ଗରୋଧ କେନ୍ଦ୍ରରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା...
ଜୁଲାଇରେ କରୋନା ଡର – ବଢୁଛି ସଂକ୍ରମଣ, ଗୋଟିଏ ଦିନରେ ହଜାରେ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମାଡ଼ି ଚାଲିଛି କରୋନା ମହାମାରୀ। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଲଗାମ ନାହିଁ।
ଦିନ ଯେତିକି ବଢୁଛି, କରୋନାକୁ ନେଇ ଭୟ ମଧ୍ୟ ସେତିକି ବଢୁଛି। ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା...
ରାୟଗଡ଼ାରୁ ୯୬ ପଜିଟିଭ୍, ସପ୍ତାହେ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାୟଗଡ଼ା ଜିଲ୍ଲାରୁ ଆଜି ଗୋଟିଏ ଦିନରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଏଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ...
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ଛଅ ଲକ୍ଷ ପାର୍, ଆମେରିକା ଓ ବ୍ରାଜିଲରେ ସ୍ଥିତି ଗୁରୁତର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ଛଅ ଲକ୍ଷ ୧୪ ହଜାରରୁ ଅଧିକ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଏକ କୋଟି ୪୮ ଲକ୍ଷ ଟପିଲାଣି। ତେବେ କରୋନା ସଂକ୍ରମଣରେ...
ରାଜ୍ୟରେ ପୁଣି ୫ ଜଣଙ୍କ ଜୀବନ ନେଲା କରୋନା – ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୫ ଜଣଙ୍କ ଜୀବନ ନେଇଛି କରୋନା। ବୁଧବାର ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ...
ଆସନ୍ତା ବର୍ଷ ଆରମ୍ଭରେ ଆସିପାରେ କରୋନା ଟିକା, ମୂଲ୍ୟ ମାତ୍ର ହଜାରେ ଟଙ୍କା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଗାମୀ ମାସରେ ଭାରତରେ ହେବାକୁ ଯାଉଛି କରୋନା ଟିକାର ମାନବ ପରୀକ୍ଷଣ। ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବଜାରକୁ କରୋନା ଟିକା ଆସିପାରେ। ଏନେଇ ସୂଚନା ଜାରି କରିଛନ୍ତି ସେରମ୍...
ରାଜ୍ୟରେ କରୋନା ସ୍ଥିତି ସାଂଘାତିକ – ଦିନକରେ ସର୍ବାଧିକ ୧୦୭୮ ପଜିଟିଭ୍
ଓଡିଶାଲାଇଭ୍ କରୋନା ବ୍ୟୁରୋ
ଦିନକରେ ରେକର୍ଡସଂଖ୍ୟକ ୧୦୭୮ ପଜିଟିଭ୍
କ୍ଵାରେଣ୍ଟାଇନରୁ ୭୨୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫କୁ ବୃଦ୍ଧି
ରାଜ୍ୟରେ କରୋନା...
ଦେଶରେ ଗୋଟିଏ ଦିନରେ ୩୭,୭୨୪ଟି ପଜିଟିଭ୍ କେସ୍, ୬୪୮ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍
ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୬୪୮
ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫
ଦେଶରେ ଅନବରତ ବଢ଼ିଚାଲିଛି କରୋନା ଆକ୍ରାନ୍ତ...
ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜିଠୁ ଜୁଲାଇ ୩୧ ଯାଏଁ ସଟ୍ଡାଉନ୍ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ୍ ଲାଗୁ ହେବ। ୨୨ରୁ...




















