ଭାରତରେ କରୋନା ମୁକାବିଲା ଜନଆନ୍ଦୋଳନରେ ପରିଣତ ହୋଇଛି: ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=aKUqLJJrU7Y
ମିଳିତ ଜାତିସଂଘର ୭୫ତମ ବାର୍ଷିକ ଉତ୍ସବରେ ଉଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
‘‘କରୋନା ସଙ୍କଟ ବେଳେ ଆମେ ୧୫୦ ଦେଶକୁ ସହାୟତାର ହାତ ବଢ଼ାଇଛୁ। ସାର୍କ କୋଭିଡ୍ ପାଣ୍ଠି ଗଠନ କରିଛୁ।...
ଭୁବନେଶ୍ୱରରେ କରୋନା – ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତା ବଢ଼ାଇଲା ବସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବସ୍ତି ଅଞ୍ଚଳରେ କାୟା ମେଲାଉଛି କରୋନା। ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଭୟ ବଢ଼ାଇଲା।
ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା। ଆଜିର ୧୨୪କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ଛୁଇଁଛି।...
ଲକ୍ଡାଉନ୍ରେ ଗଡ଼ିବନି ମୋ’ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ରେ କଟକ ଓ ଭୁବନେଶ୍ୱରରେ ଗଡ଼ିବନି ମୋ’ ବସ୍। ଏନେଇ ମୋ’ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଏୟାରପୋର୍ଟ ଏବଂ ରେଳ ଷ୍ଟେସନ ଯାତ୍ରୀଙ୍କ ପାଇଁ ସଟଲ୍...
କରୋନା ସଂକ୍ରମଣ ଏବଂ ମୃତ୍ୟୁହାର କମାଇବାରେ ଟିବି ମେଡିସିନର ଭୂମିକା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଟିବି ତଥା ଟ୍ୟୁବର କ୍ଲୋସିସ୍ ରୋଗ ପାଇଁ ବ୍ୟବହାର ହେଉଥିବା ମେଡିସିନ୍ 'ବେସିଲସ୍ କେଲମେଟ୍ ଗୁଏରିନ୍' ବା ‘ବିସିଜି’ କରୋନା ସଂକ୍ରମଣ କ୍ଷେତ୍ରରେ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଏକ...
ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ବଡ଼ ଘୋଷଣା – କରୋନା ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। କରୋନା ଡ୍ୟୁଟି ବେଳେ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କର...
ଭୁବନେଶ୍ୱରରୁ ଆଉ ୧୨୪ ପଜିଟିଭ୍ ଚିହ୍ନଟ – କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୨୪ ଜଣ ରହିଛନ୍ତି। ଏହି ୧୨୪...
ଆଜି ରାତିରୁ ଲକ୍ଡାଉନ୍: କଟକ-ଭୁବନେଶ୍ୱରକୁ ଯିବା ଆସିବା ମନା, ବାଇକ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=I8euaJyH4E0
ଏଥର ଲକ୍ଡାଉନ୍ କଟକଣା କଡ଼ାକଡ଼ି ଲାଗୁ ହେବ ବୋଲି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଶନି ଓ ରବିବାର ଲାଗୁ ହେବନି ସଟ୍ଡାଉନ୍।
ଆଜି ରାତି ୯ଟାରୁ ଜୁଲାଇ...
ବେଲଗାମ କରୋନା, ନିରୁପାୟ ସରକାର
ଭାସ୍କର ପରିଚ୍ଛା
ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୧୫ ହଜାର ଟପିଛି।
ଓଡ଼ିଶାରେ କରୋନାକୁ ଚାରି ମାସ ପୂରିଲା। ଏହି ସମୟ ମଧ୍ୟରେ ମହାମାରୀ ଯୋଗୁଁ ରାଜ୍ୟରେ...
କରୋନା ଆଲର୍ଟ: ଭାରତରେ ୧୦ ଲକ୍ଷ କେସ୍ ପାର୍, ଟପ୍ ୬ରେ ଏହି ରାଜ୍ୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ଆଜି ସୁଦ୍ଧା ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦଶ ଲକ୍ଷ ପାର କରିସାରିଛି। ବିଶ୍ୱରେ ଦଶ ଲକ୍ଷ କରୋନା...
ଭୁବନେଶ୍ଵର ୟୁନିଟ୍-୪ ମାର୍କେଟ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ
ଓଡିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ୟୁନିଟ୍-୪ ମାର୍କେଟ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ମାର୍କେଟ୍ର କିଛି ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଭୁବନେଶ୍ଵର ମହାନଗର ନିଗମ ଏଭଳି ପଦକ୍ଷେପ ନେଇଛି। ଏନେଇ ବିଏମସି...




















