୨୨ ଶହ ଟଙ୍କାରେ କରୋନା ଟେଷ୍ଟିଂ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବକୁ ଅନୁମତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ୨୨ ଶହ ଟଙ୍କାରେ କରିହେବ କରୋନା ଟେଷ୍ଟିଂ। ରାଜ୍ୟର ୪ଟି ଘରୋଇ ହସ୍ପିଟାଲରେ ଲୋକମାନେ ଟଙ୍କା ଦେଇ କରୋନା ନମୁନା ପରୀକ୍ଷା କରିପାରିବେ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...
corona positive

ରାଜ୍ୟର ଆଉ ୨୦୩ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ଆଉ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ୫୭୦୫ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ...

ବାଗଚୀଙ୍କ କରୋନା ନିୟନ୍ତ୍ରଣ ମନ୍ତ୍ର – ଭୟକୁ କମ କରନ୍ତୁ, ସାବଧାନତା ବଢ଼ାନ୍ତୁ

  ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=HRRxVtQt27w]କରୋନା ମୁକାବିଲାକୁ ନେଇ ସୂଚନା ଦେଇଛନ୍ତି  ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀ। “ଦିନକୁ ଦିନ କରୋନା କାୟା ମେଲାଇବାରେ ଲାଗିଛି। ବିଶ୍ୱ ସହିତ ଭାରତରେ ମଧ୍ୟ ସଂକ୍ରମିତଙ୍କ...

କଟକ ସହରରୁ ପୁଣି ୫୯ ନୂଆ ପଜିଟିଭ୍, ୨ଟି ଲୋକାଲ୍ କେସ୍

ଓଡିଶାଲାଇଭ୍ କରୋନା ବ୍ୟୁରୋ କଟକ ସହରରୁ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।...

ଭୁବନେଶ୍ୱରରୁ ଆଉ ୨୪ ପଜିଟିଭ୍ ଚିହ୍ନଟ, ୪ଟି ଲୋକାଲ୍ କେସ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରରୁ ଚିହ୍ନଟ ହେଲେ ପୁଣି ୨୪ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୯ କୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା...

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର କହିଲେ ସମସ୍ତଙ୍କୁ କରୋନା ଟୀକା ଦରକାର ପଡ଼ିବନି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଏଯାଏଁ ସମଗ୍ର ବିଶ୍ୱରେ କୋଟିଏ ଲୋକଙ୍କୁ କବଳିତ କରିସାରିଲାଣି। ଏହି ମହାମାରୀ ଯୋଗୁଁ ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ମହାମାରୀକୁ କାବୁ କରିବା ପାଇଁ...

କରୋନା ନେଲା ଆଉ ୨ ଜୀବନ, ସମୁଦାୟ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ପ୍ରାଣ ହରାଇଲେ ଆଉ ୨ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି...

ଓଡ଼ିଶା ଦୋହଲିଗଲା – ଗୋଟିଏ ଦିନ ୫୬୧ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ପଜିଟିଭ୍। ଗତକାଲି ଗୋଟିଏ ଦିନରେ ରାଜ୍ୟରୁ ୫୬୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟର ମୋଟ...

ଅଗଷ୍ଟ ୧୫ ସୁଦ୍ଧା ବାହାରିବ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ!

ଓଡିଶାଲାଇଭ୍ କରୋନା ବ୍ୟୁରୋ ଭାରତର ପ୍ରଥମ କୋଭିଡ୍ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ଇଣ୍ଡିଆନ ମେଡିକାଲ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର୍। ଏଥିସହ ଅଗଷ୍ଟ ୧୫...

ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ! ୨୪ ଘଣ୍ଟା ପରେ ବି ମୁହଁ ଖୋଲୁନି ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ସହରାଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ଏହାର କାରଣ ସ୍ପଷ୍ଟ ହୋଇନାହିଁ। କରୋନା ଆକ୍ରାନ୍ତ ଥିବା ସଂପୃକ୍ତ ଯୁବକଙ୍କୁ ପ୍ରଶାସନ ଦୁଇ ଦିନ ପୂର୍ବେ ଭୂବନେଶ୍ୱର...