ନୟାଗଡ଼: ଖେଡ଼ପଡ଼ା ଗାଁରୁ ଉଠିଲା କଣ୍ଟେନମେଣ୍ଟ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ବ୍ଲକ ଖେଡ଼ପଡ଼ା ଓ ଜୟମଙ୍ଗଳପ୍ରସାଦ ଗାଁରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନ ୧୨ ତାରିଖ ସନ୍ଧ୍ୟା ୭ଟାରୁ ଏହି ଗାଁ ଦୁଇଟି କଣ୍ଟେନମେଣ୍ଟ ଜୋନ...
ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ପ୍ରଶ୍ନ – ଲୋକଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ କାହାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ପ୍ରଶାସନ।
‘‘ଆମେ ବ୍ୟବସାୟ କରୁଛୁ। ଗ୍ରାହକ ଆମ ପାଖକୁ ଆସିବେ। ଲୋକଙ୍କୁ ଜଗିବା ଦାୟିତ୍ୱ ଆମର ନୁହେଁ। ଏହା...
ସଟଡାଉନରେ ଖୋଲାରହିବ ରାଜପଥ ପାର୍ଶ୍ୱରେ ଥିବା ଢାବା, ନିୟମ ବଦଳାଇଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ସଟଡାଉନରେ ଖୋଲାରହିପାରିବ ରାଜପଥ କଡ଼ରେ ଥିବା ଢ଼ାବା। କରୋନା କଟକଣା ପାଇଁ ରାଜ୍ୟ ସରକାର ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରାଯାଇଛି। ହେଲେ ଏହି ନିୟମକୁ...
ସାମାଜିକ ଦୂରତା ମାନିଲେନି ଲୋକ – ମାର୍କେଟ୍ ବିଲଡିଂକୁ ସିଲ୍ କଲା ବିଏମସି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବଳ ଗହଳି କାରଣରୁ ଭୁବନେଶ୍ୱର ମାର୍କେଟ ବିଲଡିଂକୁ ସିଲ୍ କଲା ବିଏମସି। ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରୁନଥିବା କାରଣରୁ ବିଏମସି ଜୋନାଲ ଡେପୁଟି କମିଶନର ମାର୍କେଟ ବିଲଡିଂକୁ ସିଲ୍...
ରାଜ୍ୟର ଆଉ ୧୨୦ ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ୨୪୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ...
ଭୁବନେଶ୍ୱରରେ ପୁଣି ୨ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭୁବନେଶ୍ୱରରେ ପୁଣି ଚିହ୍ନଟ ହେଲେ ୨ ଜଣ କରୋନା ପଜିଟିଭ୍। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଏହି ଦୁଇ ନୂଆ ଆକ୍ରାନ୍ତଙ୍କ ମଧ୍ୟରକୁ...
ପୋଲିସ ହାବିଲଦାରଙ୍କୁ କରୋନା, ମାଲକାନଗିରି ଜିଲ୍ଲା ମୋଟୁ ଥାନା କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋଭିଡ୍ ଯୋଦ୍ଧା ହେଲେ କରୋନା ପଜିଟିଭ୍। ମାଲକାନଗିରି ଜିଲ୍ଲା ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବା ଜଣେ ପୋଲିସ ହାବିଲଦାର କରୋନାରେ ସଂକ୍ରମିତ ହୋଇଛନ୍ତି।
ଏହି ବର୍ଡର ଚେକପୋଷ୍ଟ ଦେଇ...
କରୋନାରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏନେଇ...
ରାଜ୍ୟରେ ପୁଣି ୧୧୨ ନୂଆ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଶୁକ୍ରବାର ଆଉ ୧୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି...
କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ, ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଗୋଟିଏ ଦିନରେ ଦେଶରେ ଚିହ୍ନଟ ହେଲେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ। ଫଳରେ ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ପାଖାପାଖି ୩ ଲକ୍ଷରେ ପହଞ୍ଚିଛି।
ଶୁକ୍ରବାର ଗୋଟିଏ ଦିନରେ...





















