ଆସନ୍ତକାଲିଠୁ ଗଡ଼ିବ ଓଏସ୍ଆର୍ଟିସି ବସ୍ – ପ୍ରଥମ ପର୍ଯ୍ୟାୟରେ ୬୬ ରୁଟ୍ରେ ୯୬ ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ମାସ୍କରେ ଯାତ୍ରା କରିପାରିବେ ନାହିଁ ଯାତ୍ରୀ
ଠିଆ ହୋଇ ଯାତ୍ରା କରିବା ମନା
୬୬ଟି ରୁଟରେ ପ୍ରଥମ ପର୍ଯ୍ୟାୟରେ ବସ୍ ସେବା ଆରମ୍ଭ ହେବ
ଆସନ୍ତାକାଲିଠୁ ଓଡ଼ିଶା ରାଜ୍ୟ ସଡକ...
କରୋନା ଲକ୍ଡାଉନ୍ – ସ୍କଟଲାଣ୍ଡ ସମୁଦ୍ରରେ ଫସିଛନ୍ତି ୪୮ ଭାରତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କଟଲାଣ୍ଡ ସମୁଦ୍ର ଭିତରେ ଜାହାଜରେ ଫସିଛନ୍ତି ୪୮ ଜଣ ଭାରତୀୟ। କରୋନା ଲକ୍ଡାଉନ୍ ପାଇଁ ପ୍ରାୟ ଅଢ଼େଇ ମାସ ହେଲା ଏମାନେ ଜାହାଜ ଭିତରେ ଅଛନ୍ତି। ତୁରନ୍ତ ଭାରତ ଫେରାଇ ନେବାକୁ...
ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୧୭୮ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍ ୧,୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ...
କୋଭିଡ୍-୧୯ ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ – ଏଥର ଶିଶୁଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ...
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mdmI8iW3Q5c]
ଶିଶୁ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷା ବିଷୟରେ ଚର୍ଚ୍ଚା
କୋଭିଡ୍ ଯୋଦ୍ଧାଙ୍କ କାହାଣୀ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ...
ରାଜଧାନୀରେ ପୁଣି ୨ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍। ରବିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୨ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରେ ଜଣେ ୮ ବର୍ଷର ଝିଅ...
ସଟଡାଉନର ଦ୍ୱିତୀୟ ଦିନ – ଛକରେ ଜଗିଛି ପୋଲିସ, ରାଜରାସ୍ତା ଶୂନଶାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହି ଜିଲ୍ଲାମାନଙ୍କରେ ସଟଡାଉନର ଦ୍ୱିତୀୟ ଦିନ କଡ଼ାକଡ଼ି...
ରାଉରକେଲା ସରକାରୀ ହସ୍ପିଟାଲରେ ୨ ଡାକ୍ତରଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସରକାରୀ ହସ୍ପିଟାଲରେ ୨ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ୨ ଡାକ୍ତର ପ୍ରଥମେ କୋଭିଡ ଓ ପରେ ମେଡିକାଲ ଡ୍ୟୁଟିରେ ଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ୨...
କରୋନାରେ ଗଲା ଆଉ ଜଣକର ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ। ଫଳରେ ରାଜ୍ୟରେ ଏବେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଗଞ୍ଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତି କିଛି ଦିନ ତଳେ...
ରାଜ୍ୟର ୧୬ ଜିଲ୍ଲାରୁ ୭୫ ନୂଆ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଶହ ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ଆଉ ୭୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଶହ...
ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ କୋଭିଡ୍-୧୯ ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଦ୍ୱିତୀୟ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ସକାଳ ୧୦ଟା୩୦ରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ
ଶିଶୁ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷା ବିଷୟରେ ଚର୍ଚ୍ଚା
କୋଭିଡ୍ ଯୋଦ୍ଧାଙ୍କ କାହାଣୀ
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ...





















