ରାଜ୍ୟର ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସୁସ୍ଥଙ୍କ ସଂଖ୍ୟା। ବୁଧବାର ରାଜ୍ୟର ଆଉ ୯୧ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ସୁଦ୍ଧା କରୋନାରୁ...

ମାର୍ଚ୍ଚ ୧୫ରୁ ଜୁନ ୬ – କରୋନା କବଳରେ ପୂରା ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ୩୦ରୁ ୩୦ ଜିଲ୍ଲାକୁ ଛୁଇଁଲା କରୋନା। କରୋନା ଭାଇରସ୍‌ ଏବେ ପୂରା ଓଡ଼ିଶାକୁ ଗ୍ରାସ କରିଛି। ଗତକାଲି ଯାଏଁ ୨୯ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ରାୟଗଡ଼ାରୁ...

ରାଜ୍ୟର ଆଉ ୮୦ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେ ଆଉ ୮୦ ଜଣ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା କବଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଶହ ପାର୍...

ଆଉ ୧୪୩ ଜଣ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ବୁଧବାର ରାଜ୍ୟରେ ଆଉ ୧୪୩  ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି। ରାଜ୍ୟ...

ସଟଡାଉନରେ ବନ୍ଦ ରହିବ ପାର୍କ, ନୂଆ ନିୟମ ଆଣିଲା ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀରେ ପାର୍କ ଖୋଲିବାକୁ ନେଇ ବିଏମସି ତରଫରୁ ଜାରି ହେଲା ନୂଆ ନିୟମ। ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କ...

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୨ ଲକ୍ଷ ଟପିଲା, ୫ ହଜାରରୁ ଅଧିକ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ସୁଦ୍ଧା ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୫...

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ। ଏହାସହ ବର୍ତ୍ତମାନ ରାଜ୍ୟରେ ୧,୩୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

୫ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା – ପୁରୀରେ ଲାଗୁ ହେବ ୧୪୪ ଧାରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ। ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ...

ସିଆଇଆଇ ବାର୍ଷିକ ସମ୍ମିଳନୀରେ କହିଲେ ମୋଦୀ – ‘‘ବ୍ୟବସାୟୀମାନେ ଗୋଟେ ପାଦ ବଢ଼ାନ୍ତୁ, ସରକାର ଚାରି ପାଦ ବଢ଼ାଇବେ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ମୁଁ ବ୍ୟବସାୟୀମାନଙ୍କ ସହିତ ସବୁବେଳେ ରହିଛି। ଭାରତର ଶିଳ୍ପ କେମିତି ଅଗକୁ ଯିବ ସେଥିପାଇଁ କେନ୍ଦ୍ର ସରକାର ସବୁବେଳେ ଉଦ୍ୟମ କରୁଛନ୍ତି। ଭାରତୀୟ ଶିଳ୍ପକୁ ଆହୁରି ଆଗକୁ ନେବାକୁ ହେଲେ ବ୍ୟବସାୟୀମାନେ...

ଏଥର ଆଡମ୍ବରପୂର୍ଣ୍ଣ ହେବନି ଗୁଜରାଟ ରଥଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜରାଟ ଅହମଦାବାଦସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବର୍ଷ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବ ନାହିଁ। କରୋନା ମହାମାରୀ ଓ ସେଠାକାର ପରିସ୍ଥିତିକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ୧୪୩...