ବାପା ସ୍ଵର୍ଗରେ, ମା ପୃଥକବାସରେ – ଘରେ ଏକାକୀ ଏଗାର ବର୍ଷର ଛୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରୁ ଅନେକ ଦୁଃଖଦ କାହାଣୀ ଆସୁଛି ସତ ହେଲେ ଏହି ଘଟଣାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଗୋରେଗାଁ ଇଷ୍ଟରେ ରହୁଥିବା ଏଗାର ବର୍ଷୀୟ ହର୍ଷିଲ ସିଂହଙ୍କ...

ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଶ୍ରମିକ, ଦେଶର ବିଭିନ୍ନ ଅଞ୍ଚଳରେ ପୋଲିସ ସହ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭାଇରସର ମହାସଙ୍କଟ ମଧ୍ୟରେ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଯାହାର ଫଳସ୍ୱରୂପ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରି ପାରିନାହାନ୍ତି। ଏହାକୁ ନେଇ ଏବେ...

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୮ ହଜାର ଟପିଲା, ୨୫ ଶହରୁ ଅଧିକ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଏବେ ଅଧିକରୁ ଅଧିକ ପ୍ରାଣ ନେବାରେ ଲାଗିଛି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ଭାଇରସରେ ମୋଟ ୨,୫୪୯ ଜଣ ପ୍ରାଣ ହରାଇଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ...

ରାଜ୍ୟରେ ପୁଣି ୭୩ ଜଣ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ୭୩ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ...

ପ୍ରଦୀପ୍ତ ମହାପାତ୍ର ହେଲେ ସ୍ୱାସ୍ଥ୍ୟ ବିଭାଗ ସଚିବ, ନିକୁଞ୍ଜ ଧଳଙ୍କୁ ଶକ୍ତି ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ। ତାଙ୍କ ଜାଗାରେ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ସଚିବ ହୋଇଥିବା ବେଳେ ନିକୁଞ୍ଜଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ...

କେମିତି ରହିବ ଲକ୍‌ଡାଉନ୍‌ ୪.୦ର ରୂପରେଖ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୧୭ ପରେ ସାରା ଦେଶରେ ଲାଗୁ ହେବ ଲକ୍‌ଡାଉନ୍‌ ୪.୦। ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଳକ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ...

ଆତ୍ମନିର୍ଭର ଭାରତ ଅଭିଯାନ – ଏମ୍ଏସ୍ଏମ୍ଇ ସେକ୍ଟର ଉପରେ ଫୋକସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=1OtR-esHVMk କରୋନା ମାଡ଼ରୁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଉଦ୍ଧାର କରିବା ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା। ବଦଳିଲା ଏମ୍‌ଏସ୍‌ଏମ୍‌ଇର ସଜ୍ଞା। କରୋନା ଲକ୍‌ଡାଉନ୍‌ରେ ବେହାଲ ହୋଇଯାଇଥିବା ଭାରତୀୟ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ...

ବିମାନ, ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟକୁ ବିମାନ କିମ୍ବା ଟ୍ରେନ୍ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବିସ୍ତୃତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ...

ବିଦ୍ୟୁତ ବିତରଣ କମ୍ପାନି ପାଇଁ ୯୦ ହଜାର କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଓ ଲକ୍‌ଡାଉନ୍‌ ପାଇଁ ବିଦ୍ୟୁତ ବିତରଣ କମ୍ପାନି ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନିମାନଙ୍କ...

୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ୍ ଭରିବେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌, ଜୁଲାଇ, ଅଗଷ୍ଟ ମାସର ଇପିଏଫ୍‌ ଜମା କରିବେ କେନ୍ଦ୍ର ସରକାର। ଆତ୍ମ ନିର୍ଭର ଭାରତ ଅଭିଯାନରେ କେନ୍ଦ୍ର ସରକାର ଇପିଏଫ୍‌ ଉପରେ ବଡ଼ ଘୋଷଣା କରିଛନ୍ତି। ଯେଉଁ କର୍ମଚାରୀମାନେ ୧୫ ହଜାର...