ଟ୍ରେନ ଆଶ୍ୱସ୍ତି ସତ, ଅଧିକାଂଶ ଲୋକ ଚାଲି ଚାଲି ଫେରୁଛନ୍ତି ଘରକୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ ବାହାରିଥିଲା ତେଲେଙ୍ଗାନର ଲିଙ୍ଗମପଲ୍ଲୀରୁ। ଏହି ଟ୍ରେନର ଗନ୍ତବ୍ୟ ସ୍ଥାନ ଥିଲା ଝାଡ଼ଖଣ୍ଡର ହତିଆ ଷ୍ଟେସନ। ଏହା ମେ'...

କରୋନାରେ ତୃତୀୟ ମୃତ୍ୟୁ, ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ରବିବାର ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଓଡ଼ିଶାରେ ପୁଣି ୫୮ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶାରେ ଆଉ ୫୮ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

କରୋନା ସଙ୍କଟ ବେଳେ ଶ୍ରମିକ ପରିବାରରେ ଆସିଲା ଖୁସି – ଜନ୍ମ ହେଲା ଝିଅ, ନାଁ ଦିଆଗଲା ‘କରୋନା’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଙ୍କଟ ବେଳେ ଜନ୍ମହେଲା ଝିଅ। ନାଁ ରହିଲା କରୋନା। କରୋନା ସଙ୍କଟ ବେଳେ ପଶ୍ଚିମବଙ୍ଗର ଏକ ଅସ୍ଥାୟୀ କ୍ୟାମ୍ପରେ ଗୋଟିଏ ଶ୍ରମିକ ପରିବାରକୁ ହସଖୁସି ଫେରି ଆସିଛି। ରୋଜଗାର ହରାଇ ଏହି...

ଓଡ଼ିଶା ବାହାରେ ୧୨ ଲକ୍ଷ ଓଡ଼ିଆ, ସେମାନେ ଫେରି ଆସିବା ଭଲ – ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ବାହାରେ ପ୍ରାୟ ୧୨ ଲକ୍ଷ ଓଡ଼ିଆ ଅଛନ୍ତି। ରୋଜଗାର ପାଇଁ ସେମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିଲେ। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସେମାନେ ନିଜ ରାଜ୍ୟକୁ...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶନିବାର ସୁଦ୍ଧା ଓଡ଼ିଶା ସମେତ ବିଶ୍ୱ ଓ ଦେଶରେ କଣ ରହିଛି କରୋନା ସ୍ଥିତି। ଓଡ଼ିଶାରେ କରୋନା ଗଞ୍ଜାମରେ ଚିହ୍ନଟ...

ଗଞ୍ଜାମରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମର ସ୍ଥିତି ବେହାଲ। ପ୍ରତି ଦୁଇ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଥିଲା। ହେଲେ ଆଜି ବର୍ତ୍ତମାନସୁଦ୍ଧା ୧୮ ଚିହ୍ନଟ ହୋଇଥିବାରୁ...

ନୟାଗଡ଼ ଜିଲ୍ଲାକୁ ବ୍ୟାପିଲା କରୋନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ୧୮ ଜିଲ୍ଲାରେ ନିଜର କାୟା ବିସ୍ତାର କରିସାରିବା ପରେ ଏବେ ନୟାଗଡ଼ ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ଶନିବାର ନୟାଗଡ଼ ଜିଲ୍ଲାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ। ବାଲେଶ୍ଵର ଜିଲ୍ଲାର ୪ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରର ଜଣେ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ୬୮ ଜଣ...