ଜୁନ ପର୍ଯ୍ୟନ୍ତ ଲକଡାଉନ ବଢ଼ିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ତ ମେ’ ମାସ ଚାଲୁଛି। ଜୁନ ମାସକୁ ଅପେକ୍ଷା କରନ୍ତୁ। ଆସନ୍ତା ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ବଢ଼ିବ। ଏହି ଚେତାବନୀ ଦେଇଛନ୍ତି ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ...
ଓଡ଼ିଶାକୁ ବଲ୍ ଫିଙ୍ଗିଲା କେନ୍ଦ୍ର – ରଥ ନିର୍ମାଣ ହେବ, କିନ୍ତୁ ରଥଯାତ୍ରା ହେବ କି ନା ନବୀନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଅନୁମତି ଦେଲା କେନ୍ଦ୍ର।
ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର। ରଥ ଖଳାରେ ରଥ ନିର୍ମାଣ ହେବ...
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆସନ୍ତାକାଲି ସୁରତରୁ ଆସିବନି ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସନ୍ତାକାଲି ସୁରତରୁ ଓଡ଼ିଶା ଅଭିମୁଖେ ଆସିବାକୁ ଥିବା ୩ଟି ଟ୍ରେନ୍ ବାତିଲ କରିଛନ୍ତି ରାଜ୍ୟ ସରକାର। ଏନେଇ ସୁରତ ଜିଲ୍ଲାପାଳ ଧମଳ କୁମାର ପଟେଲ ସୂଚନା ଦେଇଛନ୍ତି।
ଆଜି ଏକ ଜନସ୍ୱାର୍ଥ ମାମଲାର...
ରାଜ୍ୟରେ ପୁଣି ୧୦ ପଜିଟିଭ୍ ଚିହ୍ନଟ – ଗଞ୍ଜାମରୁ ୭, ଭୁବନେଶ୍ଵରରୁ ୩
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ଵରରୁ ୩ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ଅଧା ଓଡ଼ିଶାକୁ ଡରେଇଲାଣି କରୋନା – ୧୮ ଜିଲ୍ଲାକୁ ଛୁଇଁଲା, ରୋଗୀ ସଂଖ୍ୟା ୨୦୦ ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୮ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୧୯ ଛୁଇଁଲା। କେବଳ ୩୭ ଜଣ ସୁରତ ଫେରନ୍ତା।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): କରୋନାର ପ୍ରକୋପ ଓଡ଼ିଶାରେ ବଢ଼ି ଚାଲିଛି। ଗୋଟିଏ ଜିଲ୍ଲା ପରେ ଆଉ...
୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର – ଜାଣନ୍ତୁ, ପୂରା ସୂଚନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ତାଜା ତଥ୍ୟ ଦେଲେ ରାଜ୍ୟ ସରକାର। ଜାଣନ୍ତୁ, ଗୁରୁବାର ସୁଦ୍ଧା ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ କଣ ରହିଛି କରୋନା ଅପଡେଟ୍।
ଓଡ଼ିଶାରେ କରୋନା
ବର୍ତ୍ତମାନ ସୁଦ୍ଧା...
ପ୍ରଥମେ କରୋନା ଟେଷ୍ଟ, ତା ପରେ ଓଡ଼ିଶାକୁ ପ୍ରବେଶ – ହାଇକୋର୍ଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ପ୍ରବାସୀମାନଙ୍କର ହେବ କରୋନା ଟେଷ୍ଟ। ପ୍ରଥମେ ନମୁନା ପରୀକ୍ଷା ହେବ ଏହାପରେ ଯାଇ ସେମାନେ ଓଡ଼ିଶାରେ ପ୍ରବେଶ କରିବାକୁ ଅନମୁତି ପାଇବେ। ଏନେଇ ଆଜି...
ସୁରତର ଓଡ଼ିଆ ଓ ସତ୍ୟ ନଗରର ବଙ୍ଗାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଯେତେ ସବୁ ଦାଦନ ଶ୍ରମିକ ସୁରତ ଓ ଅନ୍ୟାନ୍ୟ ସହରରେ ଫସି ରହିଥିଲେ ସେମାନଙ୍କ କଥା ତ ଆମେ ଦିନ ରାତି ଶୁଣୁଥାଇଁ। ହେଲେ ଅନ୍ୟ ରାଜ୍ୟର ଶ୍ରମିକ ଯେଉଁମାନେ...
କରୋନା ରାଉଣ୍ଡଅପ୍ – କାହିଁକି ଗଞ୍ଜାମ ଛୁଇଁଲା କରୋନା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଦୁଇ ମାସ ହେଲା ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ଗଞ୍ଜାମ ଜିଲ୍ଲାରେ ଏବେ ଭୟ ବଢ଼ିଲା। ୬ ଦିନରେ ୨୧ ଆକ୍ରାନ୍ତ।
କରୋନା ଭାଇରସ୍ ଜାଲରେ ଛନ୍ଦି...
ମୟୂରଭଞ୍ଜରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।
ଏହାପୂର୍ବରୁ ଆଜି ମୟୂରଭଞ୍ଜ ଜିଲ୍ଲାରେ ୩ ଜଣ ସୁରତ...





















