ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ଗର୍ଭବତୀଙ୍କ ଉପରେ କରୋନା ଭାଇରସ୍ର ପ୍ରଭାବ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସୁଜାତା କର?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=m9q-QoOBqjE]
ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନେ, ସ୍ତନ୍ୟପାନ କରାଉଥିବା ମା’ମାନେ ଓ ନବଜାତ ଶିଶୁମାନେ କିପରି ରହିବେ ସୁରକ୍ଷିତ? ଏନେଇ ଜଣାଶୁଣା ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ...
ପୁଣି ବଢ଼ିବ ଲକଡାଉନ!
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମେ ୩ ପରେ ଲକଡାଉନ ବଢ଼ିବ। ଏମିତି ଏକ ଖବର ଆସୁଛି। ଦେଶରେ କରୋନା ସଂକ୍ରମଣର ଗତି କମିନଥିବା ଦର୍ଶାଇ ଅନେକ ରାଜ୍ୟ ତିନି ତାରିଖ ପରେ ବି ଲକଡାଉନ...
ରାଉରକେଲାରେ ୩ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୦୩କୁ ବଢ଼ିଲା ଆକ୍ରାନ୍ତ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଉରକେଲାରେ ଚିହ୍ନଟ ହେଲେ ତିନି ଜଣ କରୋନା ପଜିଟିଭ୍। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ୬ରେ ପହଞ୍ଚିବା ସହିତ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।
ଶନିବାର ସୁନ୍ଦରଗଡ଼...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...
ଯାଜପୁରରେ ଆଉ ୫ ନୂଆ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦଶରଥପୁର ବ୍ଲକରୁ ଏହି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି...
ମୋଦୀଙ୍କୁ ଚିଠି ଲେଖିଲେ ସୋନିଆ – ‘‘ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରନ୍ତୁ ସରକାର’’
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ସହାୟତା ନକଲେ ଦେଶର ୬.୩ କୋଟି ଏମ୍ଏସ୍ଏମ୍ଇ ବରବାଦ ହୋଇଯିବ। ଲକ୍ଡାଉନକୁ ବିମୁଦ୍ରୀକରଣ ସହ ତୁଳନା କଲା କଂଗ୍ରେସ।
କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ସାରା ଦେଶକୁ ଲକ୍ଡାଉନ୍ କରିଛନ୍ତି...
ଲକଡାଉନ୍ରେ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବାକୁ ଆପଣାନ୍ତୁ ହ୍ରିତିକଙ୍କ ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା କାରଣରୁ ଗତ ମାର୍ଚ୍ଚ ୨୪ରୁ ଲକଡାଉନ୍ ଜାରି ରହିଛି। ଏକ ମାସରୁ ଅଧିକ ସମୟ ଧରି ଘରେ ରହିବାକୁ ଲୋକେ ବାଧ୍ୟ ହୋଇଛନ୍ତି। କାହା ସାଙ୍ଗେ ଦେଖା ନହେବା,...
ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆଙ୍କୁ ମିଳିଲା ସହାୟତା – ଖାଦ୍ୟ ସାମଗ୍ରୀ ଯୋଗାଇଲା ଓଡ଼ିଆ ଓ୍ୱେଲଫେୟାର ଆସୋସିଏସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଓଡ଼ିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହିଛି। ଲକ୍ଡାଉନ ସମୟରେ ଓଡ଼ିଆ ଭାଇ ଭଉଣୀଙ୍କ ସହ ସେମାନେ ଠିଆ ହୋଇଛନ୍ତି। ଅନ୍ୟ ସଂସ୍ଥା ଭଳି ମହାରାଷ୍ଟ୍ର ଓଡ଼ିଆ ଓ୍ୱେଲଫେୟାର ଆସୋସିଏସନ...





















