୨ ଲକ୍ଷ ଟଙ୍କାରେ ଡଙ୍ଗା କିଣି ଚେନ୍ନାଇରୁ ଫେରିଲେ ୩୮ ଯୁବକ

ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହାରି ମଧ୍ୟରେ ବାହାରେ ଫସି ରହିଥିବା ଶ୍ରମିକମାନେ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଚେନ୍ନାଇରେ ଫସି ରହିଥିବା କିଛି ଓଡ଼ିଆ ଶ୍ରମିକ...

କେଜରିଓ୍ଵାଲଙ୍କ ଘୋଷଣା – ଦିଲ୍ଲୀରେ ଦୋକାନ ଖୋଲିବ, ମଲ୍‌ ବନ୍ଦ ରହିବ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ର ସରକାର କରିଥିବା କଟକଣା କୋହଳକୁ ପାଳନ କଲେ ଦିଲ୍ଲୀ ସରକାର। ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ସମସ୍ତ ଦୋକାନ ଆଜିଠୁ ଖୋଲାଯିବ,...
stop corona 11

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ରେଳପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିଲେ ଶ୍ରମିକ, ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍‌। ଏଥିପାଇଁ ରେଳ ପଥରେ ଚାଲି ଚାଲି ଅନ୍ୟ ରାଜ୍ୟକୁ ଯାଉଥିଲେ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିଛି...

କେମିତି ବ୍ୟାପୁଛି କରୋନା ଭାଇରସ? – ଜାଣନ୍ତୁ ଡାକ୍ତରଙ୍କ ମତ

ଓଡ଼ିଶାଲାଇଭ୍‌ ବ୍ୟୁରୋ  [youtube https://www.youtube.com/watch?v=NShR2m7uHlo] କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହା କାହିଁକି ମାରାତ୍ମକ? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା...

ଲକଡାଉନ୍ ପରେ ବସରେ ଓଡ଼ିଶା ଫେରିବେ ଗୁଜରାଟରେ ଥିବା ଓଡ଼ିଆ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗୁଜରାଟରେ ଥିବା ପ୍ରବାସୀ ଓଡ଼ିଆମାନେ ବସ୍ ଯୋଗେ ଓଡ଼ିଶା ଫେରିବେ। ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ନବୀନ ଆଲୋଚନା କରିବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୦୦ ଡେଇଁଲା, ଏବେ ବି ୨୦ ହଜାର ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ। ରବିବାର ସୁଦ୍ଧା ଦେଶରେ ମୋଟ ୮୨୪ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବି ପାଖାପାଖି  ୨୦ ହଜାର...
older people

ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ https://www.youtube.com/watch?v=yL0gqehaXWw&feature=emb_logo ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...

ଗର୍ଭବତୀଙ୍କ ଉପରେ କରୋନା ଭାଇରସ୍‌ର ପ୍ରଭାବ – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସୁଜାତା କର?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=m9q-QoOBqjE] ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନେ, ସ୍ତନ୍ୟପାନ କରାଉଥିବା ମା’ମାନେ ଓ ନବଜାତ ଶିଶୁମାନେ କିପରି ରହିବେ ସୁରକ୍ଷିତ? ଏନେଇ ଜଣାଶୁଣା ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ...

ପୁଣି ବଢ଼ିବ ଲକଡାଉନ!

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ମେ ୩ ପରେ ଲକଡାଉନ ବଢ଼ିବ। ଏମିତି ଏକ ଖବର ଆସୁଛି। ଦେଶରେ କରୋନା ସଂକ୍ରମଣର ଗତି କମିନଥିବା ଦର୍ଶାଇ ଅନେକ ରାଜ୍ୟ ତିନି ତାରିଖ ପରେ ବି ଲକଡାଉନ...