କରୋନା ପାଇଁ ଆଗକୁ କଟକଣା ଆହୁରି ବଢ଼ିପାରେ, ତେଣୁ ଘରେ ବନ୍ଦ ହୋଇ ରହିଲାରୁ ଲୋକଙ୍କ ମନର ଅବସ୍ଥାରେ...
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...
ଲକ୍ଡାଉନ୍ ଡାଏରି: ସମସ୍ୟା ଭିତରେ ନିଜକୁ ଆବିଷ୍କାର କରିବାର ସୁଯୋଗ ଲୁଚି଼ ରହିଥାଏ – ଡକ୍ଟର ଦେବୀଲାଲ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୀବନରେ ଧୈର୍ଯ୍ୟ ଓ ସକାରାତ୍ମକ ବିଶ୍ୱାସ ସହ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ଉଚିତ - ପଢନ୍ତୁ ଲକଡାଉନ୍ ଅନୁଭୂତି ବାଣ୍ଟି କ’ଣ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ...
କରୋନା ପାଇଁ ଅଙ୍ଗନବାଡ଼ି ବନ୍ଦ – ଘରେ ଘରେ ପିଲାଙ୍କ ପାଇଁ ଚାଲୁ ରହିବ ପ୍ରାକ୍ ବିଦ୍ୟାଳୟ ଶିକ୍ଷା...
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ଉନ୍ମୋଚିତ
ଘରେ ରହି ପିଲା ପାଇବେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା
ଏପ୍ରିଲ ମାସ ପାଇଁ କ୍ୟାଲେଣ୍ଡର ଜାରି କଲା ମହିଳା ଓ ଶିଶୁ ବିକାଶ...
ଜାରି ହେଲା ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି – ଚାରିଆଡ଼େ ବୁଲିଛନ୍ତି ୬୧ ନମ୍ଵର ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଗତ ଦୁଇଦିନ ହେବ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ରାଜ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ କୋଲକତାରୁ...
କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fadTtV9l8N4&feature=emb_logo
କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ।
କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...
ପୁନେରେ ଫସିଥିବା ଓଡ଼ିଆଙ୍କୁ ଜରୁରୀ ସାମଗ୍ରୀ ଯୋଗାଇଲେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମହାମାରୀ କରୋନା ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏନେଇ ସାରା ଭାରତରେ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ବାହାର ରାଜ୍ୟରେ ଫସି ରହିଥିବା ଲୋକମାନେ ବିଭିନ୍ନ ଅସୁବିଧାର...
କୋଣାର୍କର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ପୁରୀ ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବିଶ୍ୱ ମହାମାରୀ କରୋନା ଭୂତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଛି। ଏନେଇ ପ୍ରଶାସନ ସମସ୍ତ ପକ୍ଷରୁ ବିଭିନ୍ନ ଅଞ୍ଚଳ ସାନିଟାଇଜି କରାଯାଉଛି। ଏହାସହ ପୁରୀ...
କରୋନା ପାଇଁ ଗ୍ଲୋଭ୍ସ – ଜାଣନ୍ତୁ ପିନ୍ଧିବା ଓ କାଢ଼ିବାର ସଠିକ୍ ପ୍ରଣାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଏବେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧୁଛନ୍ତି। ସେଥିପାଇଁ ଗ୍ଲୋଭ୍ସ ପିନ୍ଧିବା ଓ କାଢ଼ିବାର ସଠିକ ପ୍ରଣାଳୀ ଜାଣିବା...
ଛୁଟିରେ ଗୋଟିଏ ଦିନ ଘରେ ରହିବାକୁ ଚାହୁଁନଥିବା ମଣିଷଟି ଏବେ ବୁଝିଗଲାଣି ଯେ ଘର ଭିତରେ ବି ଜୀବନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ତାଙ୍କ ସରକାରୀ ନାଁ ଦିଲ୍ଲୀପ ମିଶ୍ର। କିନ୍ତୁ ଦୁନିଆ ତାଙ୍କୁ ଜାଣେ ‘ଶତ୍ରୁଜିତ୍’ ନାଁରେ। କବି, କଥାକାର ଏବଂ ସାମ୍ବାଦିକ। ବର୍ତ୍ତମାନ ମିଡିଆ କଂପାନି ‘ବିଜ୍ଞାପନ’ରେ ସଂପାଦକ ଅଛନ୍ତି। ତାଙ୍କ କଲମରୁ...
କରୋନାକୁ ନେଇ ରାଜ୍ୟ ସରକାରଙ୍କ ତାଜା ସୂଚନା – ଜାଣନ୍ତୁ ୨୪ ଘଣ୍ଟାର ପୂରା ରିପୋର୍ଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଦେଶ, ବିଦେଶ ଓ ରାଜ୍ୟରେ କ'ଣ ରହିଛି କରୋନା ଅପଡେଟ୍?
ଓଡ଼ିଶାରେ କରୋନା
ଗୋଟିଏ ଦିନରେ ୫ ପଜିଟିଭ ଚିହ୍ନଟ...





















