ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ କରୋନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।
ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା...
ନିଲମ୍ଵିତ ବଡ଼ଚଣା ଆଇଆଇସିଙ୍କ ନାଁରେ ମାମଲା ରୁଜୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଯାଜପୁର ବଡ଼ଚଣାର ନିଲମ୍ଵିତ ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି ମାମଲା ରୁଜୁ ହୋଇଛି। ବଡ଼ଚଣା ଥାନାରେ ମାମଲା ରୁଜୁ କଲା ଯାଜପୁର ପୋଲିସ। ଆଇପିସି ଧାରା ୧୬୧, ୧୬୬/୧୬୬(ଏ)ରେ...
କେବଳ ୟୁରୋପରେ କରୋନା ମୃତ୍ୟୁ ୧ ଲକ୍ଷରୁ ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଯୋଗୁଁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାରରେ ପହଞ୍ଚିଛି। ଏଥି ମଧ୍ୟରୁ କେବଳ ୟୁରୋପ ମହାଦେଶରେ ମୃତକଙ୍କ...
କରୋନା ମହାମାରୀ ଭଳି ଅନିଶ୍ଚିତ ସମୟରେ ପାରିବାରିକ ଓ ମାନସିକ ସମସ୍ୟା ଥିବା ଲୋକେ ନିଜକୁ କିପରି ପରିଚାଳନା...
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
ରାଜ୍ୟରେ ପୁଣି ୫ କରୋନା ପଜିଟିଭ୍ – ସବୁ ବାଲେଶ୍ଵରର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୫ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ୫ ଜଣ କରୋନା ପଜିଟିଭ ବାଲେଶ୍ଵରର ବୋଲି ଜଣାପଡ଼ିଛି। ୫ ପଜିଟିଭ୍ଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ...
କରୋନାର କୋଲକାତା ଲିଙ୍କ୍ – ଯାଜପୁର ତୃତୀୟ ହଟ୍ସ୍ପଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର, ଭଦ୍ରକ ପରେ ଯାଜପୁରରେ ସର୍ବାଧିକ କରୋନା ଆକ୍ରାନ୍ତ।
ଓଡ଼ିଶାରେ ବଢ଼ିଲା କରୋନା ଭୟ। ଆଜି ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଭୟ ବଢ଼ିଛି। ପ୍ରଥମ ଥର ପାଇଁ...
ଭୁବନେଶ୍ୱରରେ ହେଲା ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁଧିଆନାର ଜଣେ ଏସିପି ଏବଂ ଆଉ ଜଣେ ପୋଲିସ କର୍ମଚାରୀ ଇନ୍ଦୋରରେ ପ୍ରାଣ ହରାଇଥିବା କାରଣରୁ ରାଜଧାନୀ ଭୁବନେଶ୍ୱରର ପୋଲିସ କର୍ମଚାରୀ ଅଧିକ ସଚେତନ ହୋଇଛନ୍ତି। ଏହାର ଫଳ ସ୍ୱରୂପ ରବିବାର...
ସୁନ୍ଦରଗଡ଼ରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏନ୍ଟିପିସି ମେଡିକାଲ କଲେଜ ପରିସରରେ ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର
୨୦୦ ଶଯ୍ୟା ବିଶିଷ୍ଟ...
କରୋନା ଟିପ୍ସ – ଜାଣନ୍ତୁ ଘରେ କିଭଳି କ୍ୱାରେଣ୍ଟାଇନରେ ରହିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ଏ ଦିଗରେ କିଛି ପଦକ୍ଷେପ ମଧ୍ୟ ଆପଣେଇବାକୁ ପଡ଼ିବ।
ଜଣେ ବ୍ୟକ୍ତି ଯଦି ଭାଇରସ ସଂକ୍ରମିତ ହୋଇଥିବେ ବା...





















