କରୋନାରୁ ସୁସ୍ଥ ହେଲେ ବଲିଉଡ ଗାୟିକା କନିକା କପୁର – ହସ୍ପିଟାଲରୁ ହେଲେ ଡିସ୍ଚାର୍ଜ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାରୁ ସୁସ୍ଥ ହୋଇ SGPGI ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଗାୟିକା କନିକା କପୁର। ଷଷ୍ଠ ଥର କନିକାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସୋମବାର ସକାଳେ ତାଙ୍କୁ...
କରୋନା ମୃତକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=UILLLyh0ThM&feature=emb_logo
ଏପର୍ଯ୍ୟନ୍ତ କରୋନା ଭୂତାଣୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ। ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି...
ଖୋର୍ଦ୍ଧା ଜିଲ୍ଲାରେ କରୋନା ମୁକାବିଲା – ୨୧୦ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, କ୍ୱାରେଣ୍ଟାଇନରେ ୨୫୫୭ ଲୋକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ।
କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାର ୧୯୦ ଗ୍ରାମପଞ୍ଚାୟତ,...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL]
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...
ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଘରକୁ ଅତ୍ୟାବଶ୍ୟକ ସାମାଗ୍ରୀ ପହଞ୍ଚାଇବ ଭୁବନେଶ୍ଵର ମହାନଗର ନିଗମ। ବିଭିନ୍ନ ସଂସ୍ଥା ଓ ମୋବାଇଲ ଭ୍ୟାନ ଦ୍ଵାରା ଲୋକମାନଙ୍କୁ ଏହି ସୁବିଧା ଯୋଗାଇବ ବିଏମସି। ରାଜଧାନୀ ଭୁବନେଶ୍ଵରରେ ୩୦ରୁ ଅଧିକ...
ଲକ୍ଡାଉନ: ପିଲାଙ୍କ ସହ ସଂପର୍କ କେମତି କରିବେ ମଜଭୁତ – ଆପଣାନ୍ତୁ ୟୁନିସେଫ୍ର ୫ଟି ଉପାୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକଡାଉନ୍ ଘୋଷଣା ହୋଇଛି। ବାପା’ ମା’ ଏହାର ଫାଇଦା ନିଶ୍ଚୟ ଉଠାନ୍ତୁ। ପିଲାଙ୍କ ସହ ସମ୍ପର୍କକୁ ମଜଭୂତ କରନ୍ତୁ।
ଲକଡାଉନ୍ ପ୍ରତି ମା’ ବାପାଙ୍କୁ ଏକ...
ଲକ୍ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ...
ଭାରତରେ ୪ ହଜାର ଟପିଲା କେରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୦୯ ମୃତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନ ଦେଶରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଦେଶରେ ୪୯୦ଟି ନୂଆ ପଜିଟିଭ୍ କେସ୍ ସାମନାକୁ ଆସିବା ସହିତ...
ଓଡ଼ିଶାରେ ୩୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଭୁବନେଶ୍ୱରରେ ୩୨
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୩୨...
କରୋନାର ନିୟନ୍ତ୍ରଣ ଲାଗି ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଲକ୍ଡାଉନ୍ – ଡାକ୍ତର ପିନାକୀ ପାଣିଗ୍ରାହୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=5KoP6I4ZaOQ
ଆମେରିକାର ପ୍ରବାସୀ ଓଡ଼ିଆ ଡାକ୍ତର ତଥା ଏଆଇପିଏଚ୍ ବିଶ୍ଵବିଦ୍ୟାଳୟର ପ୍ରେସିଡେଣ୍ଟ ଡାକ୍ତର ପିନାକୀ ପାଣିଗ୍ରାହୀଙ୍କ ସହ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସ୍ଵତନ୍ତ୍ର ସାକ୍ଷାତକାର। ଆସନ୍ତୁ ଜାଣିବା ମହାମାରୀ...





















