ଲକ୍‌ଡାଉନ ପ୍ରଭାବ – ଭାରତରେ କମିଲା ପ୍ରଦୂଷଣ ମାତ୍ରା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି। ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି। ଗାଡ଼ି ମୋଟର ଚଳାଚଳ ବନ୍ଦ...

ଡାଇବେଟିସ୍ ରୋଗୀ କିଭଳି କରିବେ କରୋନା ମୁକାବିଲା?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ...
foreign return

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fo3jcidkiVc&feature=emb_logo ବିଦେଶରୁ ଫେରିଥିଲେ କିଭଳି ସତର୍କତା ଅବଲମ୍ବନ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ...

୨୧ ଦିନ କଥା ଛାଡ଼ନ୍ତୁ, ଲୋକଙ୍କ ପାଖରେ ରାତି ପାହିଲେ ଖାଇବାକୁ ନାହିଁ: ସର୍ଭେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେବା ତ ପର କଥା। ହେଲେ ରାତି ପାହିଲେ ଗରିବ ଲୋକଙ୍କ ପାଖରେ ରାସନ ନାହିଁ। ଲକଡାଉନକୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା...

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=uYkj3w4Arww] କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର...

ବିଜେପି ପ୍ରତିଷ୍ଠା ଦିବସରେ ମୋଦୀ କହିଲେ, ‘‘ଆମର କରୋନା ମୁକାବିଲା ଭଲ’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ବିରୋଧରେ ଲମ୍ବା ଲଢ଼େଇ ଲଢ଼ିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘କରୋନା ବିରୋଧରେ ଆମେ ଲମ୍ବା ଲଢ଼େଇ ଲଢ଼ିବା। ଏହି ଲଢ଼େଇରେ ଆମେ ଥକିବା ନାହିଁ କି ହାରିବା...

ସମରେ ଖୋଲିଲା ରାଜ୍ୟର ଚତୁର୍ଥ କରୋନା ହସ୍ପିଟାଲ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସମ୍ ହସ୍ପିଟାଲରେ ଖୋଲିଲା ରାଜ୍ୟର ଚତୁର୍ଥ ସ୍ୱତନ୍ତ୍ର କରୋନା ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସି ଜରିଆରେ ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି। ୫୨୫ ଶର୍ଯ୍ୟାବିଶିଷ୍ଟ ଏହି ହସ୍ପିଟାଲରେ...

କରୋନାରୁ ସୁସ୍ଥ ହେଲେ ବଲିଉଡ ଗାୟିକା କନିକା କପୁର – ହସ୍ପିଟାଲରୁ ହେଲେ ଡିସ୍‌ଚାର୍ଜ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାରୁ ସୁସ୍ଥ ହୋଇ SGPGI ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଗାୟିକା କନିକା କପୁର। ଷଷ୍ଠ ଥର କନିକାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସୋମବାର ସକାଳେ ତାଙ୍କୁ...
older people

କରୋନା ମୃତକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=UILLLyh0ThM&feature=emb_logo ଏପର୍ଯ୍ୟନ୍ତ କରୋନା ଭୂତାଣୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ। ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି...

ଖୋର୍ଦ୍ଧା ଜିଲ୍ଲାରେ କରୋନା ମୁକାବିଲା – ୨୧୦ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, କ୍ୱାରେଣ୍ଟାଇନରେ ୨୫୫୭ ଲୋକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ। କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାର ୧୯୦ ଗ୍ରାମପଞ୍ଚାୟତ,...