ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସ୍ ହେଲେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସ୍‌ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ। ଏନେଇ କ୍ଲେରେନ୍ସ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସ୍କଟଲାଣ୍ଡରେ ପରୀକ୍ଷା ହୋଇଥିବା ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ହେଲେ...

କରୋନା ମୁକାବିଲା – ରାଜ୍ୟରେ ନିଯୁକ୍ତ ହେବେ ଚୁକ୍ତି ଭିତ୍ତିକ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ବିଭିନ୍ନ ପଦରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ୩ମାସ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ୍ ଆଦି ପଦରେ...

୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ସୁବ୍ରତ ବାଗଚି –  ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଅନ୍ୟ...

ଅଫିସରେ କରୋନା ପରିଚାଳନା କରିବା କିପରି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ କୌଣସି ଛୋଟ ହେଉ କି ବଡ଼ କୌଣସି କାର୍ଯ୍ୟାଳୟରେ କର୍ମଚାରୀମାନେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ପ୍ରକାଶ...

କରୋନା ଯୋଗୁଁ ଇଣ୍ଟରନେଟ ପିଇ ଯାଉଛନ୍ତି ଲୋକ, ଟେଲିକମ୍ କମ୍ପାନିଙ୍କ ମୁଣ୍ଡ ଗୋଲ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍। କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ...

କରୋନା ପାଇଁ ଘରବନ୍ଦୀ – କେମିତି କାଟିବେ ସମୟ?

ଓଡ଼ିଶାଲାଇଭ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି...

ଲକ୍‌ଡାଉନ୍‌ ଭାରତ, ଲୁକ୍ ଅପ୍‌ ଇଣ୍ଡିଆ

ଭାସ୍କର ପରିଛା କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଏକୋଇଶ ଦିନିଆ ତାଲା ବନ୍ଦ ଘୋଷଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ବାର୍ତ୍ତାରେ କହିଥିଲେ, ‘‘ଏଇ ୨୧ ଦିନ ମଧ୍ୟରେ ଆମେ...

କରୋନା ପାଇଁ ବଡ଼ ଘୋଷଣା – ୮୦ କୋଟି ଲୋକଙ୍କୁ ମିଳିବ ୨ ଟଙ୍କାରେ ଗହମ ଏବଂ ୩...

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପିଡିଏସ୍ ବ୍ୟବସ୍ଥାରେ ଲୋକମାନଙ୍କୁ ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ...

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆଗୁଆ ୪ ମାସର ଦରମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ୪ ମାସର...

‘ଲକ୍‌ଡାଉନ୍‌’ ବେଳେ କମିସନରେଟ୍‌ ପୋଲିସର ନୂଆ ଫର୍ମୁଲା – ନିୟମ ନମାନି ଭୁବନେଶ୍ୱରରେ ‘ଉଠ୍‌ବସ୍‌’ ହେଲେ ଅମାନିଆ ଯୁବକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶ ଆଜିଠୁ ‘ଲକ୍‌ଡାଉନ୍‌’ ହୋଇଯାଇଛି। ୨୧ ଦିନ ଯାଏଁ ଘରୁ ନବାହାରିବାକୁ ମୋଦୀ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ହେଲେ କିଛି ଅମାନିଆ ଯୁବକ...