IRCTCର କରୋନା କଟକଣା – ଶନିବାରଠୁ ପ୍ଲାଟଫର୍ମରେ ବନ୍ଦ ହେବ ଫୁଡ୍‌ ପ୍ଲାଜା, ଜନଆହାର କେନ୍ଦ୍ର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ କଟକଣା ଜାରି କଲା ଆଇଆର୍‌ଟିସି। ଶନିବାରଠୁ ସମସ୍ତ ପ୍ଲାଟଫର୍ମରେ ସବୁ ଫୁଡ୍‌ ପ୍ଲାଜା, ରିଫ୍ରେସମେଣ୍ଟ ରୁମ୍‌, ଜନଆହାର କେନ୍ଦ୍ର ଓ ସେଲ୍‌ କିଚେନ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ...

କରୋନା ମୁକାବିଲା – ଭୁବନେଶ୍ୱରରେ ଶନିବାରଠୁ ଗହଣା, ଇଲେକ୍ଟ୍ରୋନିକ୍ସ ଓ ଫର୍ଣ୍ଣିଚର ଦୋକାନରେ ପଡ଼ିବ ସଟର୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରେୋନା ପାଇଁ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଏବଂ ବନ୍ଦ ରହିବ ଜାଣନ୍ତୁ। କରୋନା ମୁକାବିଲା ପାଇଁ ବିଏମ୍‌ସି କଟକଣା ଭୁବନେଶ୍ୱରରେ ଶନିବାରଠୁ ଦୋକାନ ବନ୍ଦ ରଙ୍ଗ ଦୋକାନ...

କରୋନା ମୁକାବିଲା – ଆସନ୍ତାକାଲିଠୁ ଭୁବନେଶ୍ୱରରେ ସାଧାରଣ ପରିବହନ ପାଇଁ ଲାଗୁ ହେବ ଅଡ୍-ଇଭିନ୍‌ ଫର୍ମୁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଶନିବାରଠୁ ଭୁବନେଶ୍ୱରରେ  ଅଡ୍‌-ଇଭିନ୍‌ ଫର୍ମୁଲା ଅଡ୍‌ ଦିନରେ ‘ଅଡ୍‌’ ନମ୍ବର ଏବଂ ଇଭେନ୍‌ ଦିନରେ ‘ଇଭିନ୍‌’ ନମ୍ବର ଗାଡ଼ି...

ଧୈର୍ଯ୍ୟ ଓ ସାହସର ସହ କରୋନା ମୁକାବିଲା କରିବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭୂତାଣୁକୁ ମିଳିମିଶି ମୁକାବିଲା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ...

ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମାର୍ଚ୍ଚ ୧୫ରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ। ଫେରିଲା ବେଳେ ସେ ବିମାନବନ୍ଦର ଯାଞ୍ଚରୁ ରକ୍ଷା ପାଇବା ପାଇଁ...

କରୋନା ଡର – UPSC ମେନ୍ ଇଣ୍ଟରଭ୍ୟୁ ସ୍ଥଗିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ କାୟା ମେଲାଉଛି କରୋନା ଭାଇରସ୍‌। ସେଥିପାଇଁ ୟୁପିଏସ୍‌ସି ମେନ୍‌ ସାକ୍ଷାତକାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ କଲା ୟୁପିଏସ୍‌ସି। ସାକ୍ଷାତକାରର ପରବର୍ତ୍ତୀ...

ମୋଦୀଙ୍କ ‘ଜନତା କର୍ଫ୍ୟୁ’କୁ ନବୀନଙ୍କ ସମର୍ଥନ – ରବିବାର ସକାଳ ୭ରୁ ରାତି ୯ଟା ଯାଏଁ ଘରୁ ବାହାରିବାକୁ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏଁ କେହି ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର...

ନବରଙ୍ଗପୁରରେ ଏପ୍ରିଲ ପହିଲା ଯାଏଁ ବନ୍ଦ ରହିବ ମନ୍ଦିର, ମସଜିଦ, ଚର୍ଚ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରେ କରୋନା ପାଇଁ ସଚେତନ ହେଲା ପ୍ରଶାସନ। ଏପ୍ରିଲ ପହିଲା ଯାଏଁ ନବରଙ୍ଗପୁରରେ ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦୈନନ୍ଦିନର ସେବା ଓ...

ଗର୍ଭବତୀ ବା ପିଲାଙ୍କ ଉପରେ କରୋନା ପ୍ରଭାବ ଅଧିକ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତେଣୁ ଛୋଟ ପିଲା ବା ଗର୍ଭବତୀ ମହିଳାଙ୍କ ଉପରେ କରୋନା ଭାଇରସର ଯେ ଅଧିକ ପ୍ରଭାବ ରହିଛି ସେଭଳି କୌଣସି ପ୍ରମାଣ...

କରୋନା ପ୍ରଭାବରେ ମୃତ୍ୟୁ ଘଟିପାରେ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ   ଯେ କୌଣସି ରୋଗରେ ଅବସ୍ଥା ଗୁରୁତର ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିପାରେ। ତେବେ ଠିକଣା ସମୟରେ ଚିକିତ୍ସା କରାଗଲେ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ସମ୍ଭବପର ହୋଇଥାଏ। କରୋନା...