ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୧୨ହଜାର ପଜିଟିଭ୍‌, ୨୨ଜଣଙ୍କ ଜୀବନ ନେଲା କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍ ସ୍ଥିତି ଅଣାୟତ୍ତ। କିଛି ଦିନର ବ୍ୟବଧାନ ପରେ ଦ୍ୱିତୀୟଥର ପାଇଁ ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପ୍ଲାଟୋ ସ୍ତରରେ ରହିଥିଲାବେଳେ, ଆଜି ଅଚାନକ୍ ପିକ୍‌ରେ...

ଦେଶରେ ୨୪ଘଣ୍ଟାରେ ୩ଲକ୍ଷ ୪୩ହଜାର ପଜିଟିଭ୍ ଚିହ୍ନଟ, ୪ହଜାର ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ...

ତାଗିଦ୍ କଲେ ପୋଲିସ କମିସନର – ‘‘ଜାଣିନ କି ଲକ୍‌ଡାଉନ୍‌, ରାସ୍ତାକୁ ଆସି ଗହଳି କରୁଛ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=9TRDtnucAvk] ‘‘କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସାରାରାଜ୍ୟରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଲକଡାଉନର ଅର୍ଥ ଘରେ ରହିବା। ରାସ୍ତାରେ ଆସି ଗହଳି କରିବା ନୁହେଁ। ତେଣୁ ଆଜିଠୁ କଟକ,...

ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଡିଏମଏଫ ସିଇଓ ରସାଇ ଲାଗୁରୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ଦିନ ପରଲୋକ ହୋଇଯାଇଛି। ଗତ କିଛିଦିନ ହେଲା...

ଡାକ୍ତରୀ ପରୀକ୍ଷା ଫଳ ପ୍ରକାଶ – ୭୮୬ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ବିଭାଗକୁ ଓପିଏସ୍‌ସିର ସୁପାରିଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଡାକ୍ତରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୭୮୬ ଜଣ ସଫଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଓପିଏସ୍‌ସି। ଏହି ସୁପାରିଶ ଅନୁସାରେ ଓଡ଼ିଶା...

ପୁଣି କୋଭିସିଲ୍ଡ ଟିକା ନିୟମରେ ପରିବର୍ତ୍ତନ – ପ୍ରଥମ ଡୋଜ୍‌ର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କୋଭିସିଲ୍ଡ ଟିକାର ଅଭାବ ଦେଖିବାକୁ ମିଳୁଛି। ଏହି ଟିକାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଏହି ଟିକାର ଦୁଇ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅର୍ଥାତ୍...

ପୁଣି କରୋନା ଗ୍ରାଫ ଉପରମୁହାଁ – ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୦ହଜାର ଟପିଲା, ୧୯ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ୍ ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ...

ଦେଶରେ ୨୪ଘଣ୍ଟାରେ ୩ଲକ୍ଷ ୬୨ହଜାର ପଜିଟିଭ୍ ଚିହ୍ନଟ, ୪୧୨୦ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଫେରିବା ପରେ କ'ଣ ଖାଇବେ, ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଡାଏଟ୍ ପ୍ଲାନ୍ ଜାରି ହୋଇଛି। ଏହି ରୋଟିନ ଅନୁସାରେ ଖାଦ୍ୟ...

କୋଭିଡ୍ ଟିକା ନେବା ପରେ କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା। ଏଥିପାଇଁ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ...