ଚାଲୁ ହେଲା କରୋନା ପଞ୍ଜୀକରଣ ପାଇଁ ଓ୍ୱେବସାଇଟ୍‌: ମାର୍ଚ୍ଚ ୪ ସୁଦ୍ଧା ଓଡ଼ିଶାରେ ପହଞ୍ଚିଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କୋଭିଡ୍‌ ୧୯ ବା କରୋନା ଭାଇରସକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଓ୍ୱେବ୍‌ସାଇଟ୍‌ www.covid19.odisha.gov.in  ଆଜି ସକାଳ ୬ଟାରୁ ଚାଲୁ ହୋଇଛି। ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ...

କରୋନାରୁ ରକ୍ଷା ପାଇଁ କ’ଣ କରିବେ – କ’ଣ କରିବେ ନାହିଁ?

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=qt8k9qIAy1I] କରୋନା ଭାଇରସ ବିଶ୍ୱର ୧୬୨ଟି ରାଷ୍ଟ୍ରକୁ ବ୍ୟାପି ଗଲାଣି। ବିଶ୍ୱବ୍ୟାପୀ ୧, ୭୯, ୨୫୬ ଜଣ  ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,...

କରୋନାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ – ମାସ୍କ ଓ ସାନିଟାଇଜର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ଭାଇରସର ମୁକାବିଲା କରିବା ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାନିଟାଇଜର ଓ ମାସ୍କ ଭଳି ଜିନିଷ ଉପଲବ୍ଧ ଅଛି...

ଏଥର ଆଇପିଏଲ୍ ହେବ କି ନାହିଁ?

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଭୟାଭୟ ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଫଳରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍...
corona-virus-test

ଦେଶରେ ୧୨୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲଦାଖ, ଓଡ଼ିଶା, ଜମ୍ମୁ କଶ୍ମୀରରେ ନୂଆ କେସ୍‌ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪ ଛୁଇଁଛି। କେବଳ ମହାରାଷ୍ଟ୍ରରୁ ୩୯...

ଜଗତସିଂହପୁର: ଶାରଳା ମନ୍ଦିରରେ କରୋନା କଟକଣା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଜଗତସିଂହପୁରର ଆରାଧ୍ୟ ଦେବୀ ମା’ ଶାରଳାଙ୍କ ପୀଠରେ ଲାଗିଲା କଟକଣା। ପୀଠରେ ଦକ୍ଷିଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଯିବେ...

କରୋନା ଡର – କେନ୍ଦ୍ରାପଡ଼ା ବଳଦେବଜୀୟୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ମନ୍ଦିରରେ କଟକଣା। ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ଭୟରେ ଏହି କଟକଣା କରିବାକୁ...

କରୋନା ଯୋଗୁଁ ଓଡ଼ିଶାରେ ରାଜନୀତିକ ଗତିବିଧି ଠପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁଁ ରାଜ୍ୟରେ କେବଳ ଯେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ, ରାଜନୈତିକ କାର୍ଯ୍ୟକଳାପ ଏକବାର ଠପ୍ ହୋଇଯାଇଛି। ଶାସକ ବିଜୁ ଜନତା ଦଳ ଓ...

କରୋନା ମୁକାବିଲା, ସବୁଠି କଟକଣା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର। ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାର ସଫଳ ମୁକାବିଲା...

ଦିଲ୍ଲୀରେ ସୁସ୍ଥ ହେଲେ କରୋନା ରୋଗୀ – ବଖାଣିଲେ ୧୪ ଦିନର ଅନୁଭୂତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ରୋଗୀ। ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ୧୪ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିଛି ଦିନ ତଳେ...